ପ୍ରଶାସନ ତରଫରୁ ୧୩୬ ପିଲାଙ୍କ ପାଠପଡା ଓ ଥଇଥାନ ବ୍ୟବସ୍ଥା…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଢା ଠାରେ ଗତକାଲି ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ମାଲକାନଗିରି…

ବ୍ରାହ୍ମଣୀଗାଁ :ଜୈବିକ ପଦ୍ଧତିରେ କୃଷି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ୍ ପି ପରିସର ସ୍ଥିତ ସଭା ଗୃହରେ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳର ଏକଦିନିଆ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କଞ୍ଜୁମର…

ଚିତ୍ରକୋଣ୍ଡା ଥାନା ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ୪ ଗିରଫ…

ଚିତ୍ରକୋଣ୍ଡା :-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ ପୋଲିସ ୨୫୩ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି  ଚିତ୍ରକୋଣ୍ଡା ଥାନା ଏସ.ଆଇ. ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ଦିନ ୧୧…

ଡେଙ୍ଗୁ ରୋଗରେ ରୋକ୍ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ବୈଠକ…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ଚିତ୍ରକୋଣ୍ଡା ବ୍ଲକ…

ତିନିଦିନିଆ ସମର କ୍ରିକେଟ ମ୍ୟାଚରେ ସିରିଜ ପୋଛିନେଲା ପୋଲିସ ଟିମ

ଫୁଲବାଣୀ :-ଶୁକ୍ରବାର ଠାରୁ ପୋଲିସ ଓ ପ୍ରେସ ମଧ୍ୟରେ ୩ ଦିନିଆ ସମର କ୍ରିକେଟ ମେଚର ଦ୍ବିତୀୟ ଦିବସରେବି ପ୍ରେସ କ୍ଲବକୁ ହରାଇ ପୋଲିସ ଟିମ ବିଜୟୀ ହୋଇଛି । ଆଜିର ମେଚରେ ପ୍ରେସ କ୍ଲବ ପ୍ରଥମେ ବ୍ୟାଟିଂ କରି ମୋଟ ୧୫ ଓଭରରେ ୭ ଉଇକେଟ ବିନିମୟରେ ୧୨୬ ରନ ସଂଗ୍ରହ କରି ଥିଲା ବିଭୁତି ରଥ ୧୨…

ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ…

ଛାତ୍ରଛାତ୍ରୀଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ…

୧୯ ଦିନରେ ମା ନାରାୟଣୀ ଯାତ୍ରା :ବସଷ୍ଟାଣ୍ଡ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା…

ଫୁଲବାଣୀ:- ମା ନାରାୟଣୀ ଠାକୁରାଣୀ ଯାତ୍ରାର ୧୯ତମ ଦିନରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ବାଣ,ବାଦ୍ୟ, ଦଣ୍ଡନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଜାଇଥିଲା ।ହଜାର ହଜାର…

ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଅଶୋକ ନାୟକ ଏକାଦଶ ଵିଜୟୀ…

ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ ଗୁରୁବାର ସଂଧ୍ୟାରେ। ରେଗିଡି ଏକାଦଶ ଓ ଅଶୋକ…

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର ତା.୨୧.୦୫.୨୦୨୨ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଭା.ପ୍ର.ସେ. ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ…

ସୁନ୍ଦରଗଡ ଜିଲ୍ଲାର ଦୁଇଟି ଜାଗାରେ ମାଟ୍ରିକ ଖାତାଦେଖା ଆରମ୍ଭ

ରାଉରକେଲା, ୨୧/୫ (ବସନ୍ତ କୁମାର ଜେନା) : ରାଉରକେଲା ଉଦିତନଗରରୁ ସରକାରୀ ହାଇସ୍କୁଲ ପରିସରରେ ଆଜି ଦଶମ ଶ୍ରେଣୀ ପିଲାଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୨ ଟି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଭବାନୀ ଶଙ୍କର…