Sign in
Sign in
Recover your password.
A password will be e-mailed to you.
ବହୁ ଆଡ଼ମ୍ବରେ ଲଘୁକ୍ରିୟା : କୃଷି ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରିର ଅଣଦେଖାରେ ଦଲାଲ୍ ମାଲାମାଲ୍
ମାଲକାନଗିରି(୨୧/୦୫) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ପ୍ରାୟ ୬୦ ରୁ ୭୦ ଭାଗ ଲୋକ କେବଳ କୃଷି ତଥା କୃଷି ଜନିତ ବ୍ୟାପାର ଜରିଆରେ ପରିବାର ପ୍ରତିପୋଷଣ କରନ୍ତି। ଜିଲ୍ଲାରେ ଖରିଫ ଚାଷ ସମୟରେ ମୁଖ୍ୟତଃ ଧାନ,ମକା,ମାଣ୍ଡିଆ,ମୁଗ,ବିରି,ବାଜରା ଭଳି!-->…
ରୟାଲ୍ସର ଦ୍ବିତୀୟ ସ୍ଥାନ ଦଖଲ, ଗୁଜରାଟ-ରାଜସ୍ଥାନ କ୍ବାଲିଫାୟର୍ ମଙ୍ଗଳବାର
ମୁମ୍ବାଇ : ରବିଚନ୍ଦ୍ରନ ଅଶ୍ବିନଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଓ ଯଶସ୍ବୀ ଜୟସ୍ବାଲଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଶୁକ୍ରବାର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫ ୱିକେଟ୍ରେ ପରାସ୍ତ କରି ଚମତ୍କାର ଢଙ୍ଗରେ ଲିଗ୍ ଅଭିଯାନ ଶେଷ କରିଛି। ସଞ୍ଜୁ ସାମସନଙ୍କ ଦଳ!-->…
ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ, ଗୁରୁକୁଳ ସୋସାଇଟି ଗଠନକୁ ଅନୁମୋଦନ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଶେଷ ହୋଇଛି । ଆଜି ସକାଳେ ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁକୁଳ ପାଇଁ ହୋଇଥିବା ସବ କମିଟି ବୈଠକରେ ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି। ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ!-->…
ପଶ୍ଚିମ ବଙ୍ଗ : ଜଙ୍ଗଲରୁ ମିଳିଲା ୧୫ଟି ବୋମାଭର୍ତ୍ତି ପେଟି
କୋଲକାତା : ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ଅପରାଧୀ ଓ ଦେଶବିରୋଧୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଆଜି ରାଜ୍ୟର ପୂର୍ବ ମେଦିନିପୁର ଜିଲ୍ଲା ବକଛାଠାରେ ଥିବା ହୋଗଲା ଜଙ୍ଗଲରୁ ବିପୁଳ ପରିମାଣର ବୋମା ଜବତ ହୋଇଛି । ୧୫ଟି!-->…
ମାରିୟୁପୋଲ ନଗରୀ ଉପରେ ବିଜୟ ଘୋଷଣା କଲା ରୁଷ, ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ
ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି ।ଏହି ବିଜୟ ସମ୍ପର୍କରେ ରୁଷର!-->…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ସୁନୀଲ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ନେତା ସୁନୀଲ ଜାଖର ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ | ଆଉ ସୁନୀଲ ଜାଖରଙ୍କୁ ଦଳର ସଦସ୍ୟତା ପ୍ରଦାନ କରି ଜେପି ନଡ୍ଡା କହିଥିଲେ ଯେ ସୁନୀଲ ଜାଖର!-->…
ବିଦ୍ୟୁତ ହେଉଛି ବିକାଶର ଜୀବନରେଖା, ବିଦ୍ୟୁତ ଅପଚୟ କରନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ
୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ, ୪୫୦ କୋଟି ଟଙ୍କାର ପ୍ରକଳ୍ପ
ଲୋ-ଭୋଲ୍ଟେଜ ସମସ୍ୟା ଦୂର ପାଇଁ ଓଡିଶା ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ
ଭୁବନେଶ୍ବର :!-->!-->!-->!-->!-->…
ଭାରତୀୟ ବିଦେଶୀ ସେବାକୁ ଅହଙ୍କାରୀ ବୋଲି କହିଥିଲେ ରାହୁଲ; ଅହଙ୍କାର ନୁହେଁ, ଆତ୍ମବିଶ୍ବାସ ବୋଲି ଜବାବ ଦେଲେ…
ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ଏବେ ବିଦେଶ ଗସ୍ତ କରିଥିବା ବେଳେ ସେଠାରେ ସେ ଭାରତୀୟ ବୈଦେଶିକ ସେବାକୁ ଅହଙ୍କାରୀ ବୋଲି କହିଥିଲେ। ଆଜି ଏହାର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର!-->…
ଯାଜପୁର ମଙ୍ଗଳପୁର ରାଜପଥ କଡ଼ ଜଙ୍ଗଲରେ ପଡିଛି ମଣିଷର କଟାଗୋଡ଼
ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ଜଣେ ଅଜଣା ବ୍ଯକ୍ତିଙ୍କ କଟା ଗୋଡ଼ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ!-->…
ହିନ୍ଦୋଳ ଫରେଷ୍ଟ ରେଞ୍ଜ୍ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି।
ଢେଙ୍କାନାଳରେ କଲରାପତରିଆ ବାଘ ବଂଶ!-->!-->!-->…