ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି। ଢେଙ୍କାନାଳରେ କଲରାପତରିଆ ବାଘ ବଂଶ…

ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ମାମଲା ଚିହ୍ନଟ

ଚେନ୍ନାଇ: ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ହାଇଦ୍ରାବାଦରେ ପ୍ରଥମ ମାମଲା ଚିହ୍ନଟ କରାଯାଇଥିବାବେଳେ ଆଜି ଦ୍ଵିତୀୟ ମାମଲା ତାମିଲନାଡୁର ଚେନ୍ନାଇରୁ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର…

କେନ୍ଦୁଝରରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବୁଢିପଦା ଗାଁରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ବାଘକୁ କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ବାଘର ମୃତଦେହ ସହ ଛାଲ ଜବତ ପରେ ତନାଘନା ଆରମ୍ଭ କରିଛି ବନ ବିଭାଗ । ଘଟଣାରେ ୪ ଜଣକୁ ଗିରଫ…

ଜେଲରେ ସିଦ୍ଧୁ

ଅମୃତସର: ୧୯୮୮ ରୋଡ଼ରେଜ୍‌ ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି। ଗତକାଲି ସେ ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି। ସେ ଏବେ ପଟିଆଲା ଜେଲରେ କଏଦୀ ନମ୍ବର ୨୪୧୩୮୩। ୧୯୮୮…

ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ନବୀନ ପଟ୍ଟନାୟକ ସାମିଲ

ଜାତୀୟସ୍ତରରେ ନବୀନଙ୍କ ଦବ୍‌ଦବା । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଓ ୮ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଓଡ଼ିଶା ସମେତ…

ସିନା ବୋରା ହତ୍ୟାକାଣ୍ଡର ପୂରା କାହାଣୀ

ନୂଆଦିଲ୍ଲୀ: ସନ୍ତାନହତ୍ୟାକାରୀ ମା’କୁ ମିଳିଛି ଜେଲରୁ ମୁକ୍ତି । ନିର୍ଦ୍ଦୋଷ ନୁହେଁ ଜାମିନ ମିଳିଛି। ଝିଅକୁ ହତ୍ୟା କରି କାରାଦଣ୍ଡ ଭୋଗୁଥିବା ମା’ ଦୀର୍ଘ ୬ ବର୍ଷ ପରେ ଜାମିନ୍ ପାଇଛି । ଏ କାହାଣୀ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର । ଆଉ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା…

ଅଳ୍ପକେ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର

ପୁରୀ: ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର । ସମୁଦ୍ର ଉପରେ ପେଟ୍ରୋଲିଂ ବେଳେ କୋଷ୍ଟଗାର୍ଡ଼ ହେଲିକପଟର ର ଯାନ୍ତ୍ରୀକ ତୃଟି ଦେଖା ଦେଇଥିଲା । ତେବେ କୋଷ୍ଟଗାର୍ଡ଼ ହେଲିକପଟର ଟି ତାଳବଣିଆ ହେଲିପ୍ୟାଡ଼ ରେ ଜରୁରୀ ଅବତରଣ କରିବା ଯୋଗୁ ଅଳ୍ପକେ ଏକ ଦୂର୍ଘଟଣା ରୁ…

କାକଟପୁର ତହସିଲଦାରଙ୍କୁ ଦଣ୍ଡିତ କଲେ ହାଇକୋର୍ଟ

କଟକ : ଏକ ଜବରଦଖଲ ମାମଲାରେ ମହିଳାଙ୍କ ପକ୍ଷକୁ ସଠିକ ଭାବେ ନଶୁଣି ଦଣ୍ଡିତ କରିବା ଅଭିଯୋଗରେ ପୁରୀ ଜିଲ୍ଲାର କାକଟପୁରର ତହସିଲଦାରଙ୍କୁ ଦଣ୍ଡ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ କାକଟପୁରର ତହସିଲଦାରଙ୍କୁ…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧…

ଜୁଆ ଖେଳ ଉପରେ ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ ଘଟଣା, ୧୦ରୁ ଅଧିକ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ରାଜସ ଗ୍ରାମରେ ପୋଲିସର ଚଢ଼ାଉ । ଗଣ୍ଡଗୋଳକାରୀ ଅଭିଯୁକ୍ତଙ୍କୁ ଉଠାଉଛି ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରୀ ବଢିବା ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାସାରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତ୍ରିରେ…