Sign in
Sign in
Recover your password.
A password will be e-mailed to you.
ଗୁରୁଦ୍ବାର ସାମ୍ନାରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା
ପଞ୍ଜାବ : ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଆପ୍ ନେତା ଲକି ଓବରୟଙ୍କୁ ଗୁଳି କରି ହତ୍ୟା । ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାକୁ ମଡେଲ ଟାଉନ ଗୁରୁଦ୍ବାର ସାହିବ ନିକଟରେ ଘଟିଛି । ତାଙ୍କ ଶରୀରରେ ପ୍ରାୟ ୫ଟି ଗୁଳି ବାଜିଛି ।
ଖବର!-->!-->!-->…
ସିକ୍କିମରେ ଭୂକମ୍ପ ଝଟକା
ସିକ୍କିମ : ଭାରତ ସମେତ ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଏହାରି ଭିତରେ ପୁଣି ଭାରତର ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସିକ୍କିମରେ ରାତି ୧ଟାରୁ ସକାଳ ପର୍ଯ୍ୟନ୍ତ ୧୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକାର ତୀବ୍ରତା ୪.୫ ବୋଲି!-->…
ରାଜଧାନୀରୁ ନକଲି ଡାକ୍ତର ଗିରଫ
ଭୁବନେଶ୍ୱର : ନିଜକୁ ଡାକ୍ତର ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନକଲି ଡାକ୍ତର ଗିରଫ । ନକଲି ଡାକ୍ତର ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ ।
ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ!-->!-->!-->…
ଆସନ୍ତା ୧୪ରେ ୨୦ ତମ ତୋଷାଳି ସ୍ଵଦେଶୀ ମେଳା
ଭୁବନେଶ୍ଵର: ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ଉପଲକ୍ଷେ ସ୍ଥାନୀୟ ଏକାମ୍ର ହାଟ ଠାରୁ ପ୍ରଚାର ରଥ ଗଡିଛି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ରଥ କଟକ, ଭୁବନେଶ୍ଵର,!-->…
ବଢ଼ିଲା ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି
ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର । ରାଜ୍ୟ ସରକାର ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏ ବଢାଇଛନ୍ତି । ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି!-->…
ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ, ପେସେନ୍ସ ରଖି ପାଠ ପଢିବାକୁ ଦେଲେ…
ଭୁବନେଶ୍ବର: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା!-->…
ବିଜେଡିର ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠିତ
ଭୁବନେଶ୍ୱର : ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କଲା ବିଜେଡି । ପୂର୍ବରୁ ୧୧ଟି ଜିଲ୍ଲାର କମିଟି ଗଠିତ ହୋଇଥିଲା । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ୧୨ ଜିଲ୍ଲା ଯଥା ବରଗଡ,ରାୟଗଡା, କୋରାପୁଟ, ନୂଆପଡା, ଢେଙ୍କାନାଳ, ଜଗତସିଂହପୁର,!-->…
ଆତ୍ମସମର୍ପଣ କଲେ ୧୫ ମାଓବାଦୀ, ମାଓମୁକ୍ତ ହେଲା ବୌଦ୍ଧ ଜିଲ୍ଲା
କନ୍ଧମାଳ : ଟପ ମାଓ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ଜଣ ମାଓବାଦୀ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି I ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା )!-->…
ସହରାଞ୍ଚଳରେ ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର
ଭୁବନେଶ୍ୱର : ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର ା ସହରାଂଚଳରେ ବସବାସ କରୁଥିବା ସ୍ବଳ୍ପଆୟକାରୀ ବର୍ଗର ଲୋକଙ୍କୁ ଘର ଭଡ଼ା ଦେବେ ସରକାର । ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ । ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଚିଠି।!-->…
ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ
ଅନୁଗୋଳ: ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟର କଳେବର । ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟର DFO!-->…