Sign in
Sign in
Recover your password.
A password will be e-mailed to you.
ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ
ନୟାଗଡ଼,୦୭/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଥିବା ରଣପୁର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ୧୯ ଟିକିଆ ହାତୀପଲ ବିଭିନ୍ନ ସ୍ଥାନରେ ଘୂରି ବଲୁ ଥିବାର ଜଣା ପଡ଼ିଛି। ଏମାନଙ୍କ ମଧ୍ୟରୁ ଏକ ଦନ୍ତାହାତୀ ହାତୀପଲରୁ ଫିଟି ଆସି ବିଭିନ୍ନ ଗାଁରେ ଉତ୍ପାତ କରୁ ଥିବାର !-->…
ଘରେ ପଶି ଦଳିଦେଲା ଦନ୍ତା
ବେଗୁନିଆ: ଘରେ ପଶି ମାରିଲା ଦନ୍ତା ହାତୀ । ଦୋକାନ ଘର ଭାଙ୍ଗିବା ସହ ଜଣଙ୍କୁ ଦଳିଦେଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁରେ ହାତୀ ଉପଦ୍ରବ। ମୃତକ ହେଲେ ଶଙ୍କର ରାଉତରାୟ । ପ୍ରତିବାଦରେ ରଣପୁର-ପୁରୀ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଆଜି!-->!-->!-->…
ରାଜସୁନାଖଳାରେ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୟାଗଡ଼ ୭/୨ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଶନିବାର ଦିନ ଫ୍ରେଣ୍ଡସ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ!-->…
ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜୀବନ
ଅନୁଗୁଳ: ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଚାଲିଗଲା ଦୁଇ ଜୀବନ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ ବିରେନ୍ଦ୍ର ସାହୁ ଓ କଣିହାଁ ଦଣ୍ଡସିଂହା ଗାଁର ଗୌର ଚନ୍ଦ୍ର ପରିଡ଼ାଙ୍କ!-->…
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ: ଆଇନ ମନ୍ତ୍ରୀ
ଭୁବନେଶ୍ୱର: ଅବକାରୀ ଆଇନକୁ ନେଇ ବଡ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ । ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ!-->…
୧୨ରେ ଭାରତ ବନ୍ଦ, ଧର୍ମଘଟକୁ ଓହ୍ଲାଇବେ ଦେଶର ୫୦ କୋଟି ଶ୍ରମିକ
ଭୁବନେଶ୍ୱର: ଆସନ୍ତା ୧୨ରେ ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ । ଚାରି ଶ୍ରମକୋଡ଼ ରଦ୍ଦ, ବିହନ ବିଲ ୨୦୨୫ ରଦ୍ଦ,!-->…
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ – ତୃତୀୟ କ୍ଵାଟର ଫାଇନାଲରେ ବରଗଡ଼ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଚତୁର୍ଥ ଦିନ ତଥା ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ୟୁଏସସି ଟିମ - ବରଗଡ଼, ଏଫପିଏସଏ ଟିମ -ଜଟଣୀ ର!-->…
ସ୍କୁଲ ଛୁଟି ପରେ ଫାଟକ ସାମନାରୁ ନାବାଳିକା ଅପହରଣ ଉଦ୍ୟମ : ଅପହରଣ କାରୀ ଅଟକ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୌଡ଼ପୁଟ ପଞ୍ଚାୟତ ଅଞ୍ଚଳରେ ଏକ ସ୍କୁଲ ଛୁଟି ହେବାପରେ ଫାଟକ ସାମନାରୁ ଜଣେ ନାବାଳିକାକୁ ଅପହରଣ କରି ନେବାକୁ ଉଦ୍ୟମ କରିଥିବା ଅପହରଣକାରୀ ଯୁବକକୁ ସ୍ଥାନୀୟ ଲୋକମାନେ କାବୁ କରି ଓଡ଼ଗାଁ ପୋଲିସ ଜିମା ଦେଇଥିଲେ।ଅଭିଯୁକ୍ତ ଯୁବକକୁ ଓଡ଼ଗାଁ ଥାନା ଏସଆଇ!-->…
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା NDMC ଗୋଦାମ
ନୂଅଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଧିକାରୀ କହିଛନ୍ତି ।
ଦିଲ୍ଲୀ!-->!-->!-->…
ଶାନ୍ତି ଆଲୋଚନା ପରେ ମୁକ୍ତ ହେଲେ ରୁଷ-ୟୁକ୍ରେନ ଯୁଦ୍ଧବନ୍ଦୀ
ନୂଆଦିଲ୍ଲୀ: ଆବୁଧାବିରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା ପରେ ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି ।
ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଅଦଳବଦଳରେ ୭ଜଣ ସାଧାରଣ ନାଗରିକଙ୍କ ସମେତ ୧୫୭!-->!-->!-->…