ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି…

ଜୟପୁର: ଭାରତୀୟ ଜନତା ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଝାଲରାରୁ ଟିକେଟ…

ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍‌…

ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍‌ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ ନେଣଦେଣ ଜାରି ରହିଛି। ଏସମ୍ପର୍କରେ ଆରବିଆଇ…

୪ ବର୍ଷ ପରେ ପାକିସ୍ତାନ ଫେରିବେ ନଓ୍ୱାଜ ସରିଫ, ଅଟକିଲା ଗିରଫଦାରୀ…

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଘର ବାହୁଡ଼ା। ୪ ବର୍ଷ ପରେ ସେ ଆଜି ସ୍ୱଦେଶ ଫେରୁଛନ୍ତି। ସେ ଗତ ୪ ବର୍ଷ ହେଲା ଲଣ୍ଡନରେ ଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। ସେ ପୁଣି ଥରେ ରାଜନୀତିକୁ…

ତେଲେଙ୍ଗାନା ଗଠନରେ ସହଯୋଗ କରିଥିଲେ ସୋନିଆ, କାଉଣ୍ଟର କଲା ବିଆରଏସ୍‌….

ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ ଆଜି ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନରେ ସୋନିଆ ଗାନ୍ଧି ସହଯୋଗ କରିଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଗୋଟିଏ ରାଲିରେ ରାହୁଲ କହିଛନ୍ତି, “ଯଦି…

ବଙ୍ଗୋପସାଗରରେ ଅବତରଣ କଲା ‘କ୍ରୁ ମଡ୍ୟୁଲ୍‌’

ବେଙ୍ଗାଲୁରୁ: ଆଜି ସକାଳ ୧୦ ବେଳେ ‘ଇସ୍ରୋ’ ତା’ର ଆକାଙ୍‌କ୍ଷୀ ‘ଗଗନଯାନ ଅଭିଯାନ’ ସମ୍ପର୍କୀୟ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ କରିଛି। ଆଜି ୩ ଥର ଉତ୍‌କ୍ଷେପଣ ସ୍ଥଗିତ ରଖାଯିବା ପରେ, ପରିଶେଷରେ ପୂର୍ବାହ୍ନ ୧୦ ବେଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ମହାକାଶ…

ବ୍ୟାଗ୍‌ରେ ବୋମା ରଖିଛି କହି ଯାତ୍ରୀ ଧମକାଇବାରୁ ମୁମ୍ବାଇରେ ଜରୁରୀ ଅବତରଣ କଲା ପୁଣେରୁ ଦିଲ୍ଲୀ ଯାଉଥିବା…

ମୁମ୍ବାଇ: ବ୍ୟାଗ୍‌ରେ ବୋମା ରଖିଛି କହି ଜଣେ ଯାତ୍ରୀ ଧମକାଇବାରୁ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ‘ଆକାଶ ଏୟାର୍‌’ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଆଜି ଜାରି କରିଥିବା ବିବୃତିରେ ‘ଆକାଶ ଏୟାର୍‌’ କହିଛି…

୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ…

ଭୁବନେଶ୍ବର : ଘରୋଇ ବସ୍‌ ମାଲିକ ସଂଘ ଦେଇଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଛି। ସରକାରଙ୍କ ସହ ଅଲୋଚନା ପରେ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। ପ୍ରେସମିଟ୍ କରି ଘରୋଇ ବସ୍ ମାଲିକ ସଂଘ ସଭାପତି ଆଜି ରାଜ୍ୟରେ ବସ୍‌…

ଜନ୍ମମାଟିରେ ଓଡିଆ ପୁଅ କିଶୋର ଜେନାଙ୍କୁ ଭବ୍ୟ ସ୍ବାଗତ…

ପୁରୀ: ଶ୍ରୀକ୍ଷେତ୍ର ମାଟିରେ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ପୁଅ କିଶୋର ଜେନା । ଆଜି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ କିଶୋରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୩ରେ ଅବପାତ…

ଭୁବନେଶ୍ୱର : ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ ହୋଇଛି। ଏହା ଏବେ ଦକ୍ଷିଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ୨୩ ତାରିଖ ବେଳକୁ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ଏପଟେ ଦକ୍ଷିଣପୂର୍ବ ଆରବ ସାଗରରେ…

ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ: ଦିଲ୍ଲୀ-ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ। ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବତ୍ତର୍ନ ଆଣିବ ରାପିଡଏକ୍ସ ଟ୍ରେନ ‘ ନମୋ ଭାରତ ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଆଜି ଏହାର ଉଦଘାଟନ କରିଛନ୍ତି…