ଅନ୍ତରାଜ୍ୟ ବ୍ୟାଙ୍କ ଠକେଇ : ବନ୍ଧା ହେଲେ ୩ ଠକ…
ଭୁବନେଶ୍ବର: ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ସ୍ପେସଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ବଡ଼ଧରଣର ଅନ୍ତରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦାଫାସ କରିଛି। ଏସ୍ଟିଏଫ୍ ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ…