ଗାଜାରେ ୨୦୩ ଇସ୍ରାଏଲୀ ବନ୍ଧକ, ଯୁଦ୍ଧରେ ଏ ପର୍ଯ୍ୟନ୍ତ ମଲେଣି ୩୦୬ ଇସ୍ରାଏଲୀ ସୈନିକ…

ତେଲଅଭିବ: ଚାଲିଥିବା ଇସ୍ରାଏଲ-ହାମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୬ ଜଣ ଇସ୍ରାଏଲ ସୈନିକ ନିହତ ହୋଇଛନ୍ତି। ଏହା ସହିତ ଏବେ ବି ହମାସ୍ କବଳରେ ୨୦୩ ଇସ୍ରାଏଲୀ ବନ୍ଧକ ଅଛନ୍ତି ବୋଲି ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) । ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହାଗରୀ…

ଏଥର ନିର୍ବାଚନ ଲଢିବେନି ଶରଦ ପାଓ୍ବାର ? ଦଳୀୟ କର୍ମୀଙ୍କୁ ସଂକେତ ଦେଇଥିବା ନେଇ ଚର୍ଚ୍ଚା…

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରମୁଖ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏ ନେଇ ସେ ନିଜେ ଦଳୀୟ କର୍ମୀମାନଙ୍କୁ ସଂକେତ ଦେଇଥିବା କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ମହାରାଷ୍ଟ୍ରର ଡିଣ୍ଡୋରୀ ଲୋକସଭା ଆସନକୁ ନେଇ…

ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛି, କିନ୍ତୁ ଚେୟାର ମୋତେ ଛାଡୁନାହିଁ: ଅଶୋକ ଗେହଲଟ…

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିବୃତି। ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ସେ ଏପରି ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ମତଭେଦ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗେହଲଟ୍…

ଗାଜାରେ ଫସିଥିବା ୪ ଭାରତୀୟଙ୍କୁ ଆଣିବା କଷ୍ଟକର : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗାଜାରେ ୪ ଜଣ ଭାରତୀୟ ଅଛନ୍ତି ଏବଂ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହଜ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପରିସ୍ଥିତି ଅନୁକୂଳ…

ନେତାନ୍ୟାହୁଙ୍କୁ‌ ଭେଟିଲେ ବାଇଡେନ…

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିଭରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିବା ସହ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ତଥ୍ୟ…

କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷ ଟଙ୍କାର ଟେକ୍ନିକାଲ ସାମଗ୍ରୀ ଚୋରି…

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ଟେକ୍ନିକାଲ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କୁହାଯାଉଛି। ଚୋରି ବେଳେ ସିଟିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଠାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଚୋରି…

ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ…

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩…

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ…

ଅକ୍ଟୋବର ୨୦ରେ ବସ୍‌ ଧର୍ମଘଟ ଡାକରା ଦେଲା ଘରୋଇ ମାଲିକ ସଂଘ

ଭୁବନେଶ୍ବର: ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୨୦ ତାରିଖ ଠାରୁ ୨୯ ଯାଏଁ ବିଦ୍ୟାଳୟଗୁଡ଼ିକ ଛୁଟି ହେବ। ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ପୂଜା ସମୟରେ ଅବକାଶ ରହିବ।…

କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାଏକ…

ସୁନ୍ଦରଗଡ: ଏବେ ଚର୍ଚ୍ଚାରେ ବିଜେଡି ମନ୍ତ୍ରୀ । କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚାରିଆଡେ ସମାଲୋଚିତ ହୋଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାଏକ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ । ଆଉ ତା’ ପରେ ଉଡାଇବାକୁ ଲାଗିଲେ…