ଇସ୍ରାଏଲ୍‌କୁ କହିଲେ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ ବୋଲି ନିଷ୍ଠୁର କଥା ପାଇଁ ସୁପରିଚିତ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା କଥା…

ଚେତାବନୀ ଦେଲେ ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌…

ଗାଜା: ସମଗ୍ର ବିଶ୍ବ ତାଙ୍କ ନିୟମାନୁସାରେ ଚାଲିବ ବୋଲି ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌ ଏକ ଭିଡିଓ ବାର୍ତ୍ତା କହିଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବରିଷ୍ଠ ହମାସ୍‌ କର୍ମକର୍ତ୍ତାମାନେ ଦିଶୁଥିବା ଥିବା ୧ ମିନିଟ୍‌ରୁ ଅଧିକ ସମୟର ଏହି…

ତୁଷାର ଆବୃତ ପର୍ବତମାଳାରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ…

ନୈନିତାଲ୍‌: ଆଜି ଉତ୍ତରାଖଣ୍ଡରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁ‌ଷାର ଆବୃତ ପର୍ବତମାଳା ପରିବେଷ୍ଟିତ ପିଥୌରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ଗସ୍ତରେ କୁମାଉଁ ଅଞ୍ଚଳକୁ ଯାଇଛନ୍ତି। ଗସ୍ତ ସମୟରେ ସେ…

ଇସ୍ରାଏଲରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ୍, ପହଞ୍ଚିଲା ଆମେରିକାର ଅସ୍ତ୍ରଶସ୍ତ୍ର…

ତେଲ ଅଭିଭ୍ : ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଇସ୍ରାଏଲର ତେଲ ଅଭିବ ସହରରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରତି ଆମେରିକାର ଏକାତ୍ମବୋଧକୁ ପ୍ରଦର୍ଶନ କରିବା ପାଇଁ…

ଆଜି ଠାରୁ ଅପରେସଜନ ଅଜୟ, ଇସ୍ରାଏଲରୁ ଆସିବେ ଭାରତୀୟ…

ନୂଆଦିଲ୍ଲୀ : ଯୁଦ୍ଧ କ୍ଷତିଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଠାରୁ ଆରମ୍ଭ ହେବ ଅପରେସନ ଅଜୟ। ଅପରେସନ ଆରମ୍ଭ ହେବା ପୂର୍ବରୁ ଆଜି ଏହାର ସମୀକ୍ଷା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଇସ୍ରାଏଲରେ ରହିଥିବା ଭାରତୀୟମାନେ ସ୍ୱଦେଶ…

ଜିତିଲା ଭାରତ : ରୋହିତଙ୍କ ବିସ୍ଫୋରକ ଶତକରେ ଧରାଶାୟୀ ଆଫଗାନିସ୍ତାନ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ…

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି ।   ଉପକୂଳ ରାଜପଥ ଓ…

ଟ୍ରାଫିକ ପୁଲିସ୍‌ଙ୍କୁ ଚପଲରେ ପିଟିଲେ ମହିଳା ଇ-ରିକ୍ସା ଚାଳକ…

ବିଚ ରାସ୍ତାରେ ନିଜର ଔଦ୍ଧତାମୀ ଦେଖାଇଛନ୍ତି ଜଣେ ମହିଳା ଇ-ରିକ୍ସା ଚାଳକ। ସେ ନିଜର ସ୍ଲିପରରେ ଜଣେ ଟ୍ରାଫିକ ପୁଲିସଙ୍କୁ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଗାଜିଆବାଦର ଇନ୍ଦ୍ରାପୁରମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ କ୍ୟାମେରାରେ…

ବିମାନରେ ଯାତ୍ରାବେଳେ ମାଲାୟାଲାମ ଅଭିନେତ୍ରୀଙ୍କ ସହ ହେଲା ଅସଦାଚରଣ…

କୋଚି: ଜଣେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ କୋଚି ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି | ଅଭିନେତ୍ରୀଜଣକ ଏୟାର ଇଣ୍ଡିଆ ବିମାନରେ ଯାଉଥିବାବେଳେ ଜଣେ ପୁରୁଷ ଯାତ୍ରୀ ତାଙ୍କୁ ଉତ୍ପୀଡ଼ନ କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ସୂଚନା ମୁତାବକ ମଙ୍ଗଳବାର…

ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ…

ଆନନ୍ଦପୁର: ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସିକ୍କିମରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଘରେ…