କାମରେ ବ୍ୟସ୍ତ, ବିବାହ କରିବାକୁ ସମୟ ନାହିଁ – ରାହୁଲ…

ଜୟପୁର,୧୦।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୟପୁରର ମହାରାଣୀ କଲେଜର ଛାତ୍ରୀଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଜନଗଣନା, ସ୍ବାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା, ଆର୍ଥିକ ସ୍ବାଧୀନତାର ଆବଶ୍ୟକତା ଭଳି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିଲେ। ରାହୁଲ ଗାନ୍ଧୀ…

ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଦେଇ ଫସିଲେ ୪ ଛାତ୍ର…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଲଢେଇ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | ଲୋକମାନେ ନିଜ-ନିଜ ମତ ଅନୁଯାୟୀ ଉଭୟ ଇସ୍ରାଏଲ ଓ ହାମାସ ପକ୍ଷ ନେଉଛନ୍ତି। ତେବେ ଉତ୍ତରପ୍ରଦେଶର ଆଲିଗଡରେ ଥିବା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ) ରେ ମଧ୍ୟ ଏଭଳି ଘଟଣା…

ଗାଜାରେ ଲକ୍ଷାଧିକ ଲୋକ ବିସ୍ଥାପିତ: ଶତାଧିକ ଇସ୍ରାଏଲୀ ପଣବନ୍ଦୀ…

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ ଅଧିକ ‌ଲୋକଙ୍କୁ ବିସ୍ଥାପିତ କରାଗଲାଣି। ଅନ୍ୟପକ୍ଷରେ…

ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ…

ବଡ ବଙ୍ଗଳା ଖାଲି କରିବାକୁ ଚାହୁନାହାନ୍ତି ରାଘବ, ପଟିଆଲା କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ଆପ ନେତା

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ସରକାରୀ ବଙ୍ଗଳା ଯେଭଳି ହାତଛଡା ନ ହୋଇଯିବ ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି | ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି କଲା

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି…

ଅକ୍ଟୋବର ୧୪ରେ ପଡ଼ିବ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ: ଜ୍ୟୋର୍ତିବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚଳିତ ମାସ ସ୍ବତନ୍ତ୍ର ରହିଛି। କାରଣ ୨୦୨୩ ଅକ୍ଟୋବର ୧୪ ତାରିଖରେ ଆକାଶରେ ଏକ ବିରଳ ଦୃଶ୍ୟ ଦୃଶ୍ୟମାନ ହେବ। ଅର୍ଥାତ ଅକ୍ଟୋବର ୧୪ରେ ସୂର୍ଯ୍ୟୋପରାଗ ପଡ଼ୁଛି। ବର୍ଷର ଏହି ଶେଷ ସୂର୍ଯ୍ୟୋପରାଗକୁ…

ହମାସ ଆଟାକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି…

ନୂଆଦିଲ୍ଲୀ: ସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସର ଆଟାକକୁ କାଉଣ୍ଟର କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଉପରେ ଜୋରଦାର ହମଲା କରିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଇସ୍ରାଏଲକୁ…

ଅକ୍ଟୋବର ୧୩ ପର୍ଯ୍ୟନ୍ତ ବଢିଲା ସଂଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କ ସମସ୍ୟା ବଢିବାରେ ଲାଗିଛି । କାରଣ ତାଙ୍କର ଇଡି ରିମାଣ୍ଡ ଅବଧିକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଇଡି…

ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜିତିବ କଂଗ୍ରେସ, ରାଜସ୍ଥାନରେ ବିଜେପି କରିବ କ୍ଲିନ୍ ସ୍ୱିପ୍..!

ନୂଆଦିଲ୍ଲୀ : ଦେଶରେ ୫ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ନଭେମ୍ବର ୭ରୁ ଆରମ୍ଭ ହେବ ମତଦାନ। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ ରଖୁଛି ତାହା ଏବେ ଫୋକସରେ। ଆଉ ଏହାରି ମଧ୍ୟରେ ପ୍ରକାଶ ପାଇଲାଣି ଓପିନିଅନ୍ ପୋଲ୍ ବା ମତାମତ ସର୍ଭେ।…