ହମାସ ଦଖଲରେ ଥିବା ଅଞ୍ଚଳକୁ ପୁଣି ନିୟନ୍ତ୍ରଣକୁ ନେଲା ଇସ୍ରାଏଲ…

ଜେରୁଜେଲମ୍ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ। ଅତିର୍କିତ ରକେଟ ଆଟାକ ପରେ ଗାଜା ଦେଇ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତର ଅନେକ ସହରରେ ହମାସ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ସେମାନେ ଉକ୍ତ ଅଞ୍ଚଳଗୁଡ଼ିକରେ…

ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା…

  ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି।ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା ନାହିଁ । ଗତଶନିବାର ଓ…

ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍‌ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର…

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀବେଳେ ଅଭିନେତ୍ରୀଙ୍କର ମୃତ୍ୟୁ…

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ ବେଳେବେଳେ…

ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ…

ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ…

ପାଚେରୀ ପାଖରୁ ନବଜାତ ଶିଶୁ କନ୍ୟା ଉଦ୍ଧାର…

ସମ୍ବଲପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ…

ରସୁଲଗଡ ଛକରେ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିକୁ ମହିଳାଙ୍କ ଚପଲ ମାଡ…

ଭୁବନେଶ୍ୱର : ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍‌ ଗାମ୍‌ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ ହୋଇଗଲେ । ଚାହୁଁ ଚାହୁଁ ରସୁଲଗଡ ଛକରେ ଭିଡ…

ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ ଲୋକଙ୍କ ସମସ୍ୟାର ସମାଧାନ ହେଉ : କଂଗ୍ରେସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣର ଦିନକ ପରେ ତାହାକୁ ନେଇ କଂଗ୍ରେସର ବୟାନ ଆସିଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ୍ ଲୋକଙ୍କ ଚିନ୍ତାକୁ ଆଲୋଚନା ମାଧ୍ୟମରେ…

ଘରୋଇ କୋଚିଂ ସେଣ୍ଟରରେ ନାବାଳକ ଉପରକୁ ଛୁରାମାଡ଼

ବାରିପଦା: ସାମନ୍ୟ ବଚସାରୁ ତୁମୂଳକାଣ୍ଡ । ଘରୋଇ କୋଚିଂ ସେଣ୍ଟର୍ ଛୁରାମାଡ଼ । ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଛି ଏହି…

ଇସ୍ରୋ ଜାରି କଲା ‘ଗଗନଯାନ’ର ଫଟୋ…

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍‌’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା ୩ ମହାକାଶଚାରୀ ଯାତ୍ରା କରିବା ସହ…