ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ…

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା…

କଂଗ୍ରେସ ୧୦୦% ଅନୁତପ୍ତ ବୋଲି କହିଲେ ରାହୁଲ ଗାନ୍ଧି

କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରି ନଥିଲା। ଏଥିସହ ଦଳ ଆଣିଥିବାର ମହିଳା ସଂରକ୍ଷଣ ବିଲ୍‌ରେ ଓବିସିଙ୍କ କୋଟାକୁ ସାମିଲ କରିପାରି ନଥିଲା। ଏଥିପାଇଁ ଏବେ ଦଳ ୧୦୦% ଅନୁତପ୍ତ ବୋଲି କହିଛନ୍ତି ରାହୁଲ ଗାନ୍ଧି। ଓବିସି…

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଭିଜିଲାନ୍ସର ଦ୍ୱାରସ୍ଥ ହେଲା ଜିଲ୍ଲା ଯୁବ କଂଗ୍ରେସ…

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ କଲେଜର ପ୍ରିନ୍ସପାଲ୍ ସୁଦର୍ଶନ…

ଖ୍ୟାତନାମା ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ୪୦୦୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ଗଲେ ଛାତ୍ର

ନୂଆଦିଲ୍ଲୀ: ଇଚ୍ଛା କରିଥିବା ବିଶ୍ବବିଦ୍ୟାଳୟ ‘ଅଲ-ଆଝାର୍‌ ଅଲ୍‌-ଶରିଫ୍‌’ରେ ପଢ଼ିବା ପାଇଁ ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରୁ ଜଣେ ଛାତ୍ର ସାଇକେଲ୍‌ ଚଢ଼ି ପ୍ରାୟ ୪୦୦୦ କ‌ିଲୋମିଟର୍‌ ରାସ୍ତା ଅତିକ୍ରମ କରି ଇଜିପ୍ଟକୁ ଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ‘ସୁନି ଇସ୍‌ଲାମିକ୍‌…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର…

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…

ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି, ପାକିସ୍ତାନକୁ ମିଳିବନି ପାଣି…

ନୂଆଦିଲ୍ଲୀ : ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ…

ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ: ସରକାରୀ ଦଳ ମୁଖ୍ୟ ସଚେତକ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ…

ସତର୍କ କରାଇଲେ ବାଚସ୍ପତି, ଦୁଃଖପ୍ରକାଶ କଲେ ରାଜନାଥ

ଗଣତନ୍ତ୍ରର ମନ୍ଦିର ଲୋକସଭାରେ ସବୁ ସୀମା ଟପି ଯାଇଛନ୍ତି ବିଜେପିର ଜଣେ ସାଂସଦ। ସେ ଲୋକସଭା ଭିତରେ ସାଂପ୍ରଦାୟିକ ଓ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିସହ ସେ ବିଏସ୍‌ପିର ଜଣେ ମୁସଲିମ ସାଂସଦଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ନେଇ…

ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ, ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା :…

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍‌ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ। ଏହା ଅମୃତ କାଳରେ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ। ତେଣୁ ଏହି ଅବସରରେ ଭାରତର ସମସ୍ତ ମା’, ଭଉଣୀଙ୍କୁ ଅଭିନନ୍ଦନ…

କଟକ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ…

କଟକ: କଟକରେ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ। ୬ଜଣ ଡକାୟତଙ୍କ ସହ ଲୁଟ ସାମଗ୍ରୀ କିଣିଥିବା ଜଣକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୨୩ ହଜାର ଟଙ୍କା, ୧୨ ଗ୍ରାମ ସୁନା, ୬ ଟି ମୋବାଇଲ ଫୋନ ଏବଂ ତିନିଟି ଦୁଇ…