ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ
ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ । ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଗଜପତି ଜିଲ୍ଲାରେ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ଜେ.ଖଗେଶ । …