ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ବଡ ମାଛ କେବେ…??

କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ  । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ ବାଲୁଗାଁର ଭଡା ଘରେ ଭିଜିଲାନ୍ସ ରେଡ୍ କରୁଛି  । ବାଲୁଗାଁ ସର୍କଲ…

ଆଜି ବି ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…

ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର…

ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ…

ସୋର: ଅଧା ରହିଲା ଜଗା ଦର୍ଶନ  । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ  । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା  । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା  । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା  । ଫଳରେ ଦୁର୍ଘଟଣାରେ ୫ ଜଣ…

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି…

ପୁରୀ : ଗତକାଲି  ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି  । ସନ୍ଧ୍ୟା ଆଳତୀ ସରିବା ପରେ  ମହାଜନ ସେବାୟତ ମାନେ  ରାମକୃଷ୍ଣ ଓ ଦକ୍ଷିଣ ଘରୁ  ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ  । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ…

ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ ‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର…

ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଏମସି ମେୟର…

ପାକିସ୍ତାନର ଏକାଧିକ ଗାଁ ଅକ୍ତିଆର କଲା ତାଲିବାନ

ଇସଲାମାବାଦ୍‌ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ…

୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

ତେଲକୋଇ: କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୁବକ ଛତିଶଗଡ଼ର ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରି ଓଡ଼ିଶା ଚାଲି ଆସିଥିଲେ। ଛତିଶଗଡ଼ ପୁଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କ ପିଛା କରୁଥିଲା। ସମ୍ପୃକ୍ତ ଯୁବକମାନେ ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ୱର ଓ ଯାଜପୁର…

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ ଗିରଫ

ଭୁବନେଶ୍ୱର : ପଟିଆ ସ୍ଥିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବ…

ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏ…