ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ
ନୂଆଦିଲ୍ଲୀ : ଏଥର ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ତାଙ୍କ ପାକିସ୍ତାନୀ ଭଉଣୀ। ପ୍ରଧାନମନ୍ତ୍ରୀଙ୍କ ଏହି ରାକ୍ଷୀ ଭଉଣୀଙ୍କ ନାମ କମର୍ ମୋହସିନ୍ ଶେଖ। ମୋହସିନ୍ କହିଛନ୍ତି, ସେ ନିଜ ଭାଇଙ୍କ ପାଇଁ ନିଜେ ରାକ୍ଷୀ ତିଆରି…