ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ହେଉଛି ଜନ୍ମ ଦିନ। ସେ ଏହି ଜନ୍ମ ଦିନରେ ତାଙ୍କର ପୂର୍ବତନ ଡେପୁଟି ମନୀଷ ସିସୋଦିଆଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ସିସୋଦିଆ ମନି ଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେଲା ଜେଲରେ ବନ୍ଦୀ…

୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା ‘ବିଶ୍ୱକର୍ମ ଯୋଜନା’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ…

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ବାକଯୁଦ୍ଧ

ନୂଆଦିଲ୍ଲୀ : ନେହରୁ ମେମୋରିଆଲ୍‌ ମ୍ୟୁଜିୟମ ଓ ଲାଇବ୍ରେରୀ(ଏନଏମଏମଏଲ)ର ନାଁ ବଦଳିଛି। ଏଣିକି କେନ୍ଦ୍ରୀୟ ଦିଲ୍ଲୀର ତିନ ମୁର୍ତ୍ତୀ ମାର୍ଗରେ ଥିବା ଏନଏମଏମଏଲ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟ ଭାବେ ପରିଚୟ ହାସଲ କରିଛି। ଜୁନ ମାସରୁ ନାଁ ବଦଳାଇବା ନିଷ୍ପତ୍ତି…

ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା…

ଜୁନ୍ ୧ରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ୬୬୮.୨ ମିମି ବର୍ଷା ରେକର୍ଡ ହୋଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକମାତ୍ର ବୌଦ୍ଧ…

ପାଦରେ ହରିଆଣାରୁ ପୁରୀ ଯାତ୍ରା କଲେ ଅଶୋକ ବର୍ମା

ଜନ୍ମ ହେଲା ଦିନୁ ଥରେ ବି ଜଗାକୁ ଦେଖି ନ ଥିଲେ। ହେଲେ ଯେବେ ଥରେ ଜଗା ଫଟୋରେ ନଜର ପଡ଼ିଗଲା ସେବେଠୁ ଅଥୟ କଲା କାଳିଆ ପ୍ରେମ । କାଳିଆକୁ ଥରେ ଦେଖିବାକୁ ଓ ଦର୍ଶନ କରିବାକୁ ସୁଦୂର ହରିୟାଣାରୁ ପୁରୀ ଦୌଡ଼ି ଆସୁଛନ୍ତି ଅଶୋକ ବର୍ମା ନାମକ ଯୁବକ । ହରିୟାଣାର ଫରିଦାବାଦ…

ପୋଖରୀରୁ ଯୁବକଙ୍କ ଗଳିତ ଶଵ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ହନୁମନ୍ତିଆ ଜଙ୍ଗଲ ଦୋବଲାପାଳ ଗ୍ରାମ ଜନକନାଳିଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଣିରେ ଅଧାବୁଡ଼ି ରହିଥିବା…

ଆପଣଙ୍କ ଆଖିର ଚିକିତ୍ସା କରାନ୍ତୁ, କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲା ଯାଇନଥିଲେ | ଲାଲକିଲ୍ଲା ନ ଯିବାର ସମସ୍ୟା ବାବଦରେ ଖଡ଼ଗେ କହିଥିଲେ ଯେ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିନଥିଲେ । ଏହି ସମୟରେ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସ୍ୱାଧୀନତା ଦିବସ ପାଳନ ବେଳେ ଚେତା ହରାଇଲେ ମଧ୍ୟପ୍ରଦେଶ ବାଚସ୍ପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ…

୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଥିବା ବେଳେ ଚେତାଶୂନ୍ୟ ହେଲେ ମଧ୍ୟପ୍ରଦେଶର ବାଚସ୍ପତି ଗିରିଶ ଗୌତମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ। ବାଚସ୍ପତି ଗିରିଶ ଗୌତମ ମଉଗଞ୍ଜରେ ଆୟୋଜିତ…

ଘର ସାମ୍ନାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ…

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ…

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ…