ବଉଳାଝୋଳିରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ ଉଦ୍ଘାଟିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବଉଳାଝୋଳି ଠାରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ର ଉଦ୍ଘାଟନ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରତିଷ୍ଠିତ ଏହି ୨ ମେଗାୱାଟ୍ କ୍ଷମତା ବିଶିଷ୍ଟ ଗ୍ରିଡ୍ ସଂଯୋଗିତ ସୌର ବିଦ୍ୟୁତ୍ ପ୍ରକଳ୍ପ ଗଞ୍ଜାମରେ!-->…