ପିଆଜ ଦର ଆକାଶ ଛୁଆଁ, କେଜି ଛୁଇଁଲା ୫୦ ଟଙ୍କା
କଟକ: ପିଆଜ ଦର ଆକାଶ ଛୁଆଁ । କଟକ ଛତ୍ର ବଜାର ପରିବା ମାର୍କେଟରେ ପିଆଜ କେଜି ରହିଛି ୫୦ଟଙ୍କା । ୩ କେଜିକୁ ୧୪୦ ଟଙ୍କା ରହିଛି। କିଛି ଦିନ ତଳେ ପିଆଜ ୩୫ ଟଙ୍କା ରହିଥିଲା । ହଠାତ ପିଆଜ ଦର କେଜି ପ୍ରତି ୧୫ ଟଙ୍କା ବଢ଼ିଯାଇଛି । ଛତ୍ରବଜାରରେ ୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା!-->…