ବିଶ୍ବର ସବୁଠୁ ଲୋକପ୍ରିୟ ଲିଡର୍ ମୋଦି, ୬୮% ଆପ୍ରୁଭାଲ୍ ରେଟିଂ ତାଲିକାର ଶୀର୍ଷରେ ରହିଲେ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ପପୁଲାର୍ ଲିଡର୍ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ୬୮% ରେଟିଂ ସହ ସମସ୍ତଙ୍କୁ ପଛରେ ପକାଇଲେ । ଆମେରିକାର ପ୍ରତିଷ୍ଠିତ ଡାଟା ଆନାଲିଟିକ୍ସ ସଂସ୍ଥା ‘ମର୍ଣ୍ଣିଂ

ପାକିସ୍ତାନରେ ଭୂମିକମ୍ପ, ତୀବ୍ରତା ୪.୬

ପାକିସ୍ତାନ : ପାକିସ୍ତାନରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୯୨ କିଲୋମିଟର ଗଭୀରତାରେ ଥିବା NCS ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହି ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।

ନାବାଳିକା ବଳାତ୍କାରୀକୁ ମୃତ୍ୟୁ ଦଣ୍ଡାଦେଶ…

ବ୍ରହ୍ମପୁର : ବ୍ରହ୍ମପୁରର ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (ଏଫ୍‌ଟିଏସ୍‌ସି), ପୋକ୍ସୋ ଆଦାଲତ ଏକ ଗୁରୁତର ମାମଲାରେ ଅଭିଯୁକ୍ତ କେଶବ ନାହାକ (କେଶା ଓରଫ କେଶବ), ପିତା ପଣ୍ଡିତ ନାହାକ, ଗ୍ରାମ ମାନସିଲା, ଥାନା ପୋଲସରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ

ଥାପାଗୁଡା ଗ୍ରାମରେ ମହା ଆଡ଼ମ୍ବର ରେ ପାଳିତ ହେଲା ଚଇତ ପର୍ବ (ବିହନପୁଜା)…

ମାଲକାନଗିରି :ମହା ଆଡ଼ମ୍ବର ରେ ପାଳିତ ହେଲା ବିହନପୁଜା ଏହି ପୂଜା ଚୈତ୍ର ମାସରେ ପାଳନ କରାଯାଏ । ଏହି ପର୍ବର ନାମ ଚଇତ ପର୍ବ, ଏହା କୃଷି ଭିତିକ ପର୍ବ ଅଟେ ବାର ମାସରେ ତେର ପର୍ବ ମଧ୍ୟରୁ ଏହି ପର୍ବ ଅନ୍ୟତମ, ଏହା ବିଶେଷ କରି ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ନିଆରା ଢଙ୍ଗରେ ପାଳନ କରାଯାଏ

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ

ପ୍ରକାଶ ପ୍ରଧାନ ହତ୍ୟା ମାମଲା: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ୭ ଅଭିଯୁକ୍ତଙ୍କୁ ଆଜୀବନ । ସମ୍ବଲପୁରର ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ରାୟ ପ୍ରକାଶ । ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଓ ଦୌରାଜଜ କୋର୍ଟ। ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ,

ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ସହ କୁଆପଥର ବୃଷ୍ଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନରେ ଭୁବନେଶ୍ୱର ଏବଂ କଟକ ଦ୍ୱୈତନଗରୀରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି ହୋଇଛି। କଟକ (କଟକ ସହର ସମେତ), ଜଗତସିଂପୁର, ଖୋର୍ଦ୍ଧା (ଭୁବନେଶ୍ୱର

ଗଳା କାଟି ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା

ବାଲୁଗାଁ : ଢାଵା ଭିତରେ ହତ୍ୟାକାଣ୍ଡ । ସାଥୀ କର୍ମଚାରୀ ଅଟକ । ଢାବାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟ ଏକ ଢାବା ଭିତରେ

ଗାଡି ଓଭରଟେକକୁ ନେଇ ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମାରିଲେ ଏସିଏଫ

ବାଲେଶ୍ଵର: ଜଙ୍ଗଲୀ ବାବୁଙ୍କ ଦାଦାଗିରି । ଗାଡି ଓଭରଟେକକୁ ନେଇ ଏସିଏଫଙ୍କ ମାଡ଼ରେ ନିଲମ୍ବିତ ଫରେଷ୍ଟ ଗାର୍ଡ ଲହୁ ଲୁହାଣ । ଦୁଇ ଆହତ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି । ବାଲେଶ୍ଵର କୁଳଡିହା ରେଞ୍ଜର ଏବଂ ACF ସୁବ୍ରତ ବେହେରାଙ୍କ ନାଁରେ ସାଂଘାତିକ ଅଭିଯୋଗ । ସୂଚନା

ବଢ଼ିବନି ବିଧାୟକଙ୍କ ଦରମା, ଦରମା ବୃଦ୍ଧି ବିଲ ପ୍ରତ୍ୟାହୃତ

ଭୁବନେଶ୍ୱର : ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି