୩ ଦିନରେ ମିଳିବ ଜିଏସଟି ପଂଜୀକରଣ ମଂଜୁରୀ
ନୂଆଦିଲ୍ଲୀ : ଜିଏସଟି ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ଆଜିଠାରୁ (November 1) ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ସରକାରଙ୍କର ଏହି ସରଳ ଜିଏସଟି ପଂଜୀକରଣ ସ୍କିମ ଦ୍ବାରା ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀମାନେ!-->…