ସମର୍ଥକଙ୍କ ସହିତ ବିଜେପିରେ ମିଶିଲେ ଶରଣକୁଳ ସରପଞ୍ଚ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ତାଙ୍କର ଶହେରୁ ଉର୍ଦ୍ଧ୍ବ ସମର୍ଥକ ଙ୍କ ସହିତ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି ।ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସାହୁ, ଗୋଡ଼ିପଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ!-->…