ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ ସଦସ୍ୟ ଗିରଫ: ଅମିତ ଶାହ

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ’ଶାହଜାଦ୍ ଭଟ୍ଟି ନେଟୱାର୍କ’ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ…

ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ, ୧୧ ଆହତ

କୋଲକାତା: ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଅନୁଯାୟୀ, ସୋମବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ସାତ ଜଣଙ୍କର ମୃତ୍ୟୁ…

ବିଶ୍ୱନିକେତନ୍ ଜରା ନିବାସର ୧୬ତମ ପ୍ରତିଷ୍ଠା ଦିବସ : ପିତା ମାତା ଚଳନ୍ତି ଠାକୁର, ସମାଜସେବୀ ସୁଶାନ୍ତ ସାବତ

ବ୍ରହ୍ମପୁର : ପିତା ମାତା ମାନେ ଚଳନ୍ତି ଠାକୁର, ବରିଷ୍ଟ ନାଗରିକ ମାନେ ଦେବ ତୁଲ୍ୟ। ଏଣୁ ମନ୍ଦିର ଯିବା ଅପେକ୍ଷା ଏମାନଙ୍କ ସେବା କରିବା ଦ୍ୱାରା ଭଗବାନଙ୍କ ଅଧିକ ଆଶ୍ରିବାଦ୍ ମିଳିଥାଏ ବୋଲି ଗତକାଲି ମହାନ୍ ସଂଘ ଦ୍ୱାରା ପରିଚାଳିତ ଗୋପାଳପୁର ରୋଡ,ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ବିଶ୍ୱ…

ଶ୍ରାବଣ ସୋମବାରରେ ଅଶୋକ ଧାମରେ ଦଳାଚକଟା: ୭ ଶ୍ରଦ୍ଧାଳୁ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ବିହାର ଲଖିସରାଇରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ । ଶ୍ରବଣ ସୋମବାରରେ ଅଶୋକଧାମ ମନ୍ଦିରେ ଅଘଟଣ। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଭଳି…

ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀ, ବିପନ୍ନଙ୍କ ସମସ୍ୟା ବୁଝି ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ

ଯାଜପୁର : ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଶରଥପୁରର ପତିରି ଘାଟରୁ ବୋଟ୍‌ ଯୋଗେ ବନ୍ୟାଞ୍ଚଳ ବୁଲିବା ସହ ବିପନ୍ନଙ୍କ ସହ କଥା ହୋଇ ସ୍ଥିତି ବୁଝିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପତିରି ଘାଟରେ ଦେଖିବାକୁ…

ଲୌହ ଖଣିରେ ଲୁହାପଥର ପଡ଼ି ଶ୍ରମିକ ମୃତ

ଭୁବନେଶ୍ୱର : ଲୌହ ଖଣିରେ ଅଘଟଣ। ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଲୁହାପଥର। ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଏକ ଲୌହଖଣିରେ ଏ ଅଘଟଣ ଘଟିଛି। ମୃତ ଶ୍ରମିକ ଜଣକ ତରୁଣ ଭୁମିଜ ବୋଲି ଜଣାପଡ଼ିଛି । ଖଣିରୁ ନମୁନା ସଂଗ୍ରହ…

୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର…

ଅକ୍ଷର ନ୍ୟୁଜର ପ୍ରତିନିଧି ରକ୍ତଦାନ କରି ମାନବିକତା ଦେଖାଇ ଚର୍ଚ୍ଚାରେ

ଉମରକୋଟ : ଆଜିର ଦୁନିଆରେ ମଧ୍ୟ ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜର ସୁଖ-ଦୁଃଖକୁ ଭୁଲି ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବି ସହାୟତାର ହାତ ବଢ଼ାଇଥାନ୍ତି। ମାନବିକତା ଓ ସେବା ମନୋଭାବର ଏପରି ଏକ ଉଦାହରଣ ଏବେ ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଇଘର ବ୍ଲକ ଅନ୍ତର୍ଗତ…

EVରେ ସର୍ଟସର୍କିଟରୁ ଗ୍ୟାରେଜରେ ଲାଗିଲା ନିଆଁ, ଜଳିଗଲା ୮ ଗାଡ଼ି

ଭୁବନେଶ୍ବର: ବରମୁଣ୍ଡାରେ ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ । EVରେ ସର୍ଟସର୍କିଟରୁ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଳିଗଲା CNG କାର, ୫ EV ଓ ୨ ପେଟ୍ରୋଲ୍ ଗାଡ଼ି ଜଳିଗଲା । ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍ ଆନନ୍ଦ ବିହାରରେ ଥିବା ଏକ ଗ୍ୟାରେଜରେ ଘଟିଛି ଅଗ୍ନିକାଣ୍ଡ ।…

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କ ଚିତ୍ରକୋଣ୍ଡା ଠାରୁ ବୈପାରିଗୁଡା ସ୍ଥାନାନ୍ତର ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା ଙ୍କ…