ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ସ୍ଥିରତା ପାଇଁ ଭାରତ ଓ ଚୀନକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଚୀନ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜାପାନରୁ ରାଷ୍ଟ୍ରପତି ଜିନପିଙ୍ଗ ପାଇଁ ବନ୍ଧୁତ୍ୱର ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାପାନରେ ପ୍ରତିକ୍ରିୟା ଦେଇ ମୋଦୀ କହିଛନ୍ତି ଯେ ଭାରତ ଏବଂ ଚୀନ୍, ଦୁଇଟି ପ୍ରମୁଖ ଅର୍ଥନୀତି। ତେଣୁ ବିଶ୍ୱ ଅର୍ଥନୈତିକ!-->…