ଘୋଷଣା ହେଲାନି ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଗଣେଶ ପୂଜା, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଭଳି ପାର୍ବଣରେ ପ୍ରଚାରକୁ ଜୋରଦାର କରନ୍ତି ଛାତ୍ର ସଙ୍ଗଠନ, ମାତ୍ର ଏବେ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି!-->…