କାଠ ଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଘଟଗାଁ: ପାରିବାରିକ କଳହରୁ କରୁଣ ପରିଣତି । କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏହି ଅଭିଯୋଗ । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଗତ ୧୦ ତାରିଖରେ ମୃତକ…

ପାଟଣେଶ୍ୱରୀ ମନ୍ଦିର ନିକଟରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମା’ ପାଟଣେଶ୍ୱରୀ ମନ୍ଦିର ପଛ ପଟେ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଘଟିଛି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ! । ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବା ସମ୍ଭାବନା । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ପ୍ରଭାବରେ ରାଜ୍ୟର ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷାର…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍ ହାର ୬୩.୬୪%

କଟକ : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ୨୦୨୬ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ର ଫଳାଫଳ ପ୍ରକାଶ ପାଇଛି । ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା…

ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେବା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଇଲା ଏବଂ ଫ୍ଲାଏ ପାଉଁଶର ବ୍ୟାପକ ପରିବହନ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଦାବିରେ ବୁଧବାର ଦିନ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବନ୍ଦ ସମୟରେ ଜିଲ୍ଲା କଂଗ୍ରେସ ପିକେଟିଂ କରି…

୨ଦିନର କଠିନ ପରିଶ୍ରମ ପରେ ବନବିଭାଗ ଦ୍ୱାରା ପୋଖରିରୁ କୁମ୍ଭୀର ଉଦ୍ଧାର…

ମାଲକାନଗିରି : ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାର ଏମ୍ଭୀ ୧୦୪ ଗାଁରେ କୁମ୍ଭୀର ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ଆଜି ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଦୀର୍ଘ ୨ଦିନ ଧରି ବନ୍ ବିଭାର ପକ୍ଷରୁ ଚାଲିଥିବା ଉଦ୍ଧାର ଅଭିଯାନ ଆଜି ସଫଳ ହୋଇଛି । ଆଜି ସକାଳୁ ପୋଖରୀ ଭିତରେ…

ଚାରବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ହେଲାନି ଆବାସ ଗୃହ ନିର୍ମାଣ : ପଞ୍ଚାୟତ ସମିତିରୁ ନୋଟିସ,ହିତାଧିକାରୀଙ୍କ ମୁଣ୍ଡରେ…

କୋରାପୁଟ/କୋଟପାଡ଼ :-ଜ଼ିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଆବାସ ଯୋଜନା ଦୁର୍ନୀତିରେ ପୋତିହୋଇପଡିଛି l ଦୀର୍ଘ ଦିନ ଧରି ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି, ଏପରିକି…

ଅଭିଯୁକ୍ତ ଅଶୋକ ନାଗଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ₹୧୪,୦୦୦/- ଜରିମାନାରେ ଦଣ୍ଡିତ କରାଯାଇଛି…

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଥାନା ତଦନ୍ତକାରୀ ଅଧିକାରୀ ପୂର୍ବତନ ASI ଶ୍ରୀ କେ. ଡି. ପ୍ରଧାନଙ୍କ ଦୃଢ଼, ନିଷ୍ଠାପରାୟଣ ଓ ପ୍ରଶଂସନୀୟ ପ୍ରୟାସ ଯୋଗୁଁ ବିଶ୍ରା ଥାନା କେସ୍ ନଂ. ୩୨, ତା. ୩୦.୦୩.୨୦୨୧, ଧାରା ୩୬୬/୩୫୪/୩୨୩/୩୦୭/୫୦୬/୩୪ IPC ଅନୁଯାୟୀ ରୁଜୁ ମାମଲାରେ ସଫଳତାର…

ଶହୀଦ ଖୁଦିରାମ ବୋଷଙ୍କ ୧୧୮ ତମ ସହିଦ ଦିବସ ପାଳିତ

ବ୍ରହ୍ମପୁର : ଦେଶର ସବୁଠାରୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ଅମର ଶହୀଦ ଖୁଦିରାମ ବୋଷଙ୍କ ୧୧୮ତମ ସହିଦ ଦିବସ ଆଜି ପୂଜ୍ୟ ପୂଜା ସମିତି ତରଫରୁ ବ୍ରହ୍ମପୁର ବିଜିପୁର କମ୍ୟୁନିଟି ହଲ୍ ଠାରେ ଶ୍ରଦ୍ଧାର ସହ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶହୀଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ…

କାର୍ଯ୍ୟକ୍ଷମ ହେବ ଆଦର୍ଶ ମାଛ ବଜାର: ୧୮ ରୁ ବାହାର ବିକ୍ରି ଉପରେ କଟକଣା

ନୟାଗଡ଼: ଓଡ଼ଗାଁ ଏନଏସି ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତି ନିଆଯାଇଛି ।ଏହାକୁ ନେଇ ଆସନ୍ତା ୧୮ ତାରିଖରୁ ଅନ୍ୟତ୍ର ବିକ୍ରି ଉପରେ କଟକଣାକୁ କଡାକଡି ଭାବରେ ଲାଗୁ କରାଯିବ।ଓଡ଼ଗାଁ ଏନଏସି ସଭାଗୃହରେ ନିର୍ବାହୀ ଅଧିକାରୀଙ୍କ…