ଦୁଇ ନୂଆ ବାବୁଙ୍କ ଇଙ୍ଗିତ ରେ ଡ଼ି.ଏଲ ଓ ଫିଟନେସ ଟ୍ରାଇଲ ନାଁ ରେ ହଜାର ହଜାର ଟଙ୍କା ଆଦାୟ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଗସ୍ତି ନୁଆଁଗାଁ ଠାରେ ଥିବା ପରିବହନ କାର୍ଯ୍ୟାଳୟ ରେ ଦଲାଲ ଓ ସାନ ଦୁଇ ବାବୁ ଙ୍କ ରାଜୁତି ଟ୍ରାଇଲ ନାଁ ରେ ଶୋଷଣ। ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଫିଟନେନ ସମୟରେ ନା ନା ତ୍ରୁଟି ଦର୍ଶାଇ ଲୋକଙ୍କ ଠାରୁ ଦଲାଲ ମାନଙ୍କ ଜରିଆରେ ମୋଟା ଅଙ୍କ ଆଦାୟ କରୁଥିବା!-->!-->!-->…