ରାଜ୍ୟରେ ମହଜୁଦ ଅଛି ୨ ଲକ୍ଷ ୩୭ ହଜାର ଟନ୍ ସାର, କଳାବଜାରୀ ରୋକିବା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACS (ପ୍ରାଥମିକ କୃଷି ସମବାୟ ସମିତି) କୁ ଏବଂ ୧୪୨୬ ଟନ୍ ସାର ଡିଲରମାନଙ୍କୁ ପ୍ରଦାନ…

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ ଓ ଢୋଲମରା…

ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା କଲେ ପୁଅ, ୨ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସମ୍ପତ୍ତି ଜାଲିଆତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ପୁଅଙ୍କୁ ଗିରଫ କରିଛି। ସେମାନେ ସରକାରୀ ରେକର୍ଡରେ ନିଜ ମା’କୁ ମୃତ ଘୋଷଣା କରି ତାଙ୍କ ଜମି ଏବଂ ଘର ଦଖଲ କରିବା ପାଇଁ ପ୍ରୟାସ କରିଥିଲେ। ଜୟନଗର ଗ୍ରାମର ୪୪…

ପାଟଣା ବନାଞ୍ଚଳରେ ଆତଙ୍କ ରଚୁଛନ୍ତି ୨୬ ଟିକିଆ ହାତୀ ପଲ

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। …

ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ; ଏମ୍ସକୁ ପଛରେ ପକାଇ ଏସ୍‌ସିବି ଓଡ଼ିଶାରେ ଏକ ନମ୍ବର

ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା। ଇଣ୍ଡିଆନ୍‌ ଇନିଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱକ-୨୦୨୬ (ଆଇଆଇଆରଏଫ)ରେ ରାଜ୍ୟର ପ୍ରମୁଖ ତିନି…

ଭିତରକନିକାରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଚାଲିବ EV ବୋଟ୍

ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା ବୋଟ୍ ମାଲିକ, ଜିଲ୍ଲାପାଳ, ଡିଏଫଓ ଏବଂ…

ରାଉରକେଲା ଷ୍ଟେସନରେ ଭୁଶୁଡ଼ିଲା ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ଭୁଶୁଡ଼ିଲା ଷ୍ଟେସନର ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାଉରକେଲା ରେଳ ଷ୍ଟେସନରେ ବଡ଼ ଅଘଟଣ । କିଛି ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍ ହଠାତ ଭୁଶୁଡ଼ି ପଡ଼ିଛି । ରାଉରକେଲା ରେଳବାଇ ଷ୍ଟେସନ ସଂପ୍ରସାରଣ କାର୍ଯ୍ୟ ପାଇଁ ଲାଗିଥିବା ଟେଣ୍ଟ ଗତ କିଛି ଦିନ ପୂର୍ବରୁ…

ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ

ଯାଜପୁର : ଏକାସାଙ୍ଗରେ ଜଳିଲା ବାପ-ପୁଅଙ୍କ ଜୁଇ । ଲୁହରେ ଭିଜିଲା ଗାଁ । ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଗଲା ବାପାର ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୋସ୍ତା ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ । ମୃତକ ହେଲେ ସୁବ୍ରତ…

ସୁନା ଦୋକାନୀଙ୍କ ଉପରକୁ ଗୁଳି ମାଡ଼

ସୋର: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା । ପୋଲିସ ଗୁଳି ସହିତ ବାଇକ…

ମାଲକାନଗିରି ବଙ୍ଗାଳୀ ସମାଜ ଶିକ୍ଷା ସଂସ୍କାର ସମିତି ଦ୍ୱାରା ଶିଶୁ ସେବାସଦନର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନରେ ଶିକ୍ଷା ସଂସ୍କାର ସମିତି ଦ୍ୱାରା ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍‌.ଭି. ୧୦ ଗ୍ରାମରେ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ ହୋଇ ଯାଇଛିା ଏହି ଅବସରରେ ମାଲକାନଗିରି ବଙ୍ଗାଳୀ ସମାଜର କାର୍ଯ୍ୟକାରୀ…