ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ
ଆମେରିକା : ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ମୃତ ଯୁବକ ଜଣକ ହାଇଦ୍ରାବାଦର ୨୭ ବର୍ଷୀୟ ଚନ୍ଦ୍ରଶେଖର ପାଲେ ବୋଲି ଜଣାପଡିଛି । ଆମେରିକାର ଡଲାସରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ସୂଚନାନୁଯାୟୀ, ଭାରତରେ ଡେଣ୍ଟାଲ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ!-->!-->!-->…