AI ବାଘ ଫଟୋ ଭାଇରାଲ୍ କରି ବନ୍ଧା ହେଲେ ଯୁବକ
ଯାଜପୁର: AI ବାଘ ଫଟୋ ଛାଡ଼ି ଲୋକଙ୍କୁ ଆତଙ୍କିତ କଲେ ଯୁବକ। ଶେଷରେ ଥାନାକୁ ନେଲା ପୋଲିସ । ସୋସିଆଲ ମିଡିଆରେ ଏଆଇ ତିଆରି ବାଘ ଫଟୋ ଭାଇରାଲ୍ କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଘକୁ ଖୋଜିବାକୁ ଯାଇ ପ୍ରଶାସନ ନାକେଦମ୍ ହେବା ପରେ ଶେଷରେ ଘଟଣାର ସତ!-->…