ବାଲୁଗାଁ ପୋଲିସ୍ ର ମାନବିକତା

add-all

ହଜିଯାଇଥିବା ମୋବାଇଲ୍ ଉଦ୍ଧାର କରି ମାଲିକଙ୍କୁ ଫେରାଇଲା ବାଲୁଗାଁ ପୋଲିସ୍

ବାଲୁଗାଁ : ଗତ ୧୦-୦୧-୨୦୨୫ ରେ ଓପୋ ଏଫ ୧୯ ପ୍ରୋ ପ୍ଲସ ମୋବାଇଲ ହଜିବା ସମ୍ବନ୍ଧରେ ବାଲୁଗାଁ ଥାନାରେ ଏକ ଅଭିଯୋଗ ପରେ ପୋଲିସ ମୋବାଇଲର IMEI 861932057848071 861932057848063 କୁ ଟ୍ରାକିଙ୍ଗ କରି ହଜିଯାଇଥିବା ଗୋଟିଏ ମୋବାଇଲ୍ ଉଦ୍ଧାର କରି ୦୬-୦୮-୨୦୨୬ ରେ ତାର ମାଲିକଙ୍କୁ ଫେରାଇଦେଇଛି। ପୋଲିସର ଏହି କାର୍ଯ୍ୟକୁ ମୋବାଇଲ ଫେରି ପାଇଥିବା ବ୍ୟକ୍ତି ପ୍ରଶଂସା କରିବା ସହ ପୋଲିସ କୁ ଅନେକ ଧନ୍ୟବାଦ ଦେଇଛନ୍ତି।

ad-week
Leave A Reply

Your email address will not be published.