୩୦୦ ୟୁନିଟ ମାଗଣା ବିଦ୍ୟୁତ ନିର୍ବାଚନୀ ଜୁମଲା..!
ବାକ୍ୟ ବୀରରେ ସୀମିତ ଡ଼ବଲ ଇଞ୍ଜିନ ସରକାର …..!
ବ୍ରହ୍ମପୁର: ବିଜେପି ସରକାରଙ୍କ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟି ଘୋଷଣା ପାଣିରେ ଗାର ସଦୃଶ୍ୟ ହୋଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାର ପ୍ରାୟ ୩୦ ଗୋଟି ନୂତନ ଏନଏସି ଏବଂ ପୌରପରିଷଦ ଗଠନ ପ୍ରକ୍ରିୟା!-->!-->!-->…