ଧାନ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟାକ୍’ ଆଇଡି : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ତେବେ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

‘କୌନ ବନେଗା କରୋଡ଼ପତି’ ମଞ୍ଚରେ ମାଲକାନଗିରିର ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଦା

ମାଲକାନଗିରି: ଦିନେ ମାଆଙ୍କ ସହ ଜଙ୍ଗଲରୁ ମହୁଲ ଫୁଲ ଓ ଜାଳେଣି କାଠ ସଂଗ୍ରହ କରୁଥିବା ଝିଅ ଆଜି ପହଞ୍ଚିଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ଶୋ”କୌନ ବନେଗା କରୋଡ଼ପତି’ (କେବିସି)ମଞ୍ଚରେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପରିଚିତ ଚେହେରା ତଥା’ଜଙ୍ଗଲ…

ବଜ୍ରାଘାତରେ ଚାଲିଗଲା ଚାଷୀର ଜୀବନ, ୩ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ରବିବାର ହଠାତ୍ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଲଲହଡା ଥାନା ଅନ୍ତର୍ଗତ ନାଥପୋସି ଗ୍ରାମରେ ସକାଳ ପ୍ରାୟ ୧୦ ଟାରୁ ୧୦.୩୦ ସମୟରେ ପ୍ରାୟ ୧୨ ଜଣ ପୁରୁଷ ଓ ମହିଳା ବିଲରେ କାମ କରୁଥିବା…

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର…

ଅଧକ୍ଷ ଶ୍ରୀଯୁକ୍ତ ସୁରେଶ କୁମାର ଦାଶଙ୍କୁ ‘ଗୋଦାବରୀଶ ଶିକ୍ଷାରତ୍ନ’ ସମ୍ମାନ…

ଚିଲିକା, ନାଚୁଣୀ ୯/୮: ଶିକ୍ଷା ଓ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଚୁଣୀସ୍ଥିତ ଟ୍ୱିଟି ବାର୍ଡସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ଦାଶଙ୍କୁ ରାଜ୍ୟସ୍ତରୀୟ ‘ପଣ୍ଡିତ ଗୋଦାବରୀଶ ଶିକ୍ଷାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି।…

ନାଚୁଣି ଥାନା ପୋଲିସର ବଡ଼ ସଫଳତା :ଟ୍ରକ୍ ରୁ 9.250 ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ…

ବାଲୁଗାଁ //ନାଚୁଣୀ : ନାଚୁଣି ଥାନା ପୋଲିସ ଗତ କାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର କୌଡିଖଣି ଛକ ନିକଟରୁ ଏକ କଣ୍ଟେନର ଟ୍ରକ୍ KA-53-D-5096 କୁ ଅଟକାଇ 9.250 ଗ୍ରାମ ଗଞ୍ଜେଇ ଜବତ କରିଛି.ନିୟମିତ ପାଟ୍ରୋଲିଂ ସମୟରେ ଟ୍ରକ୍ ଟି ବେପରୁଆ ଭାବେ ଚାଲୁଥିବା ଦେଖି ପୋଲିସ ତାକୁ…

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାକୁଲଦା ଓ ସିନ୍ଦ୍ରିଗାଁ ଦଳ ବିଜୟୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି,…

ଯୌତୁକ ନିଷେଧ ଅଧିନିୟମ-୧୯୬୧ ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (DSWO Section) ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ…

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ – ନୟାଗଡ଼

ନୟାଗଡ଼ : ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ…

କୁସୁମୀ ନଦୀ ଅସ୍ଥାୟୀ ପୋଲରେ ଘାଇ : ତୁରନ୍ତ ବିକଳ୍ପ ଯୋଗୁଁ ଯାତାୟାତ ସ୍ଵାଭାବିକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ - ବାହାଡ଼ାଝୋଲା ରାଜ୍ୟ ସଡକ ପଥରେ ମଶାବାରୀ ଠାରେ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ ଉପରେ ନଦୀ ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ରାସ୍ତା ଅତିକ୍ରମ କରିବା ପାଇଁ କୁସୁମୀ ନଦୀର ଉଭୟ ପାର୍ଶ୍ଵରେ କିଛି ସମୟ ପାଇଁ…