ଫେରୋକ୍ରୋମ୍ ସ୍ଲାଗ ଚିପ୍ ବ୍ୟବହାର କରି ରାସ୍ତା ନିର୍ମାଣ କଲା ଟାଟା ଷ୍ଟିଲ
ଏହି ସବୁଜ ଉପକ୍ରମରେ ବ୍ଯବହାର ହୋଇଛି ୩,୫୦୦ ଟନ ସ୍ଲାଗ୍
ନଦୀ ବାଲି ବ୍ୟବହାରରେ ମାସିକ ୩୫% ହ୍ରାସ
ବ୍ରହ୍ମପୁର : ସର୍କୁଲାର ଅର୍ଥନୀତି ଓ ଦୀର୍ଘସ୍ଥାୟୀ ଶିଳ୍ପ ଅଭ୍ୟାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ସ୍ୱରୂପ ଟାଟା ଷ୍ଟିଲର ଫେରୋ ଆଲୟଜ ଓ ମିନେରାଲ ଡିଭିଜନ (ଏଫଏଏମଡି)!-->!-->!-->!-->!-->!-->!-->…