ଜଣେ ବ୍ୟକ୍ତିଙ୍କୁ ତୀର ମାରିବା ଅଭିଯୋଗରେ ଜଣେ ଗିରଫ…
ଘଟଣାର ତଦନ୍ତ କଲେ ୫ ଜଣିଆ ସାଇଣ୍ଟିଫିକ ଟିମ
ମାଲକାନଗିରି : ଓର୍କେଲ ଥାନା ଅଧିନସ୍ତ ରାସବେଡା ପଞ୍ଚାୟତର ପାଲକାଗୁଡା ଗ୍ରାମରେ ଗତ ୮ ତାରିଖ ଦିନ କୌଣସି କାରଣରୁ ଉକ୍ତ ଗ୍ରାମରେ ରହୁଥିବା ଶ୍ରୀପତି ମୁଦୁଲୀ ଏବଂ ହାଡ଼ି ମୁଦୁଲୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ସେହିଦିନ!-->!-->!-->…