ବନାଗ୍ନୀ ଲିଭାଇବା ବେଳେ ଦୁଇ ହେଲିକପ୍ଟର ଧକ୍କା, ୫ ମୃତ

ଗ୍ରୀସ୍ : ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ କ୍ରିଉ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଭାସିଲ୍ସ୍ ଭାଥରାକୋଜିଆନିସ୍ ସୂଚନା…

ଜଳିଗଲା ପାସେଞ୍ଜର ଟ୍ରେନ, ଭୟରେ ଡେଇଁଲେ ଯାତ୍ରୀ

ପାଟନା : ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନ ସିମରି ବଖତିୟାରପୁର ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ଛିଡ଼ା…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କର ରକ୍ତାକ୍ତ ଛାୟା । ଆତ୍ମଘାତୀ ଆକ୍ରମଣରେ ୧୪ ମୃତ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଗତକାଲି ସନ୍ଧ୍ୟାରେ ଶାନ୍ତି ପାଇଁ ଆୟୋଜିତ ବିଶାଳ ଜନସମାବେଶ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଭୟଙ୍କର ଆକ୍ରମଣରେ ଅତି କମରେ ୧୪…

କାରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ : କାର ଭିତରୁ ପୁଲିସ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟ ରାସ୍ତାପାର୍ଶ୍ୱରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଦେହ ଜନକ ଭାବରେ ରାସ୍ତାପାର୍ଶ୍ୱରେ ସୋମବାର ସକାଳ ୧୧ଟା ପାଖରୁ ରାସ୍ତା ପାର୍ଶ୍ୱରେ ଲାଲ କାର…

ବନ୍ୟା କ୍ଷୟକ୍ଷତି ପାଇଁ ୧୧୦ କୋଟିର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ସହାୟତା ପ୍ୟାକେଜ୍। ତୁରନ୍ତ ଏହି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ…

ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଶ୍ରାବଣରେ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ। ଦୀର୍ଘ ୯ ଘଣ୍ଟା ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭବିକ ହେଲା ନୀତିକାନ୍ତି। ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭବିକ ହେବା ନେଇ ଭୁବନେଶ୍ବର ଏଡିଏମ ସୂଚନା ଦେଇଛନ୍ତି। ସେ…

ଓଡ଼ିଶାରେ ମହାମହିମ, ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ

ଭୁବନେଶ୍ବର : ଓଡ଼ିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ । କଟକ ବାଆଁରାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ କରିବେ ବ୍ରହ୍ମପୁର ଗସ୍ତ । ରାଷ୍ଟ୍ରପତିଙ୍କ ଟ୍ରେନ ବ୍ରହ୍ମପୁର ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଲାଗିବ।…

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସୁଛନ୍ତି ଦୁଇ ଶ୍ରଦ୍ଧାଳୁ

ବିନିକା : ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲେ ଶ୍ରଦ୍ଧାଳୁ । ଯେତେ ସମୟ ଲାଗୁ, ଯେତେ ବାଧା ହେଉ, ଲକ୍ଷ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା । କାଳିଆ ପ୍ରେମରେ ରାଜସ୍ଥାନରୁ ଚାଲି ଚାଲି ପୁରୀ ଯାଉଛନ୍ତି ଦୁଇ ଜଣ ଶ୍ରଦ୍ଧାଳୁ । ବଡ଼ଠାକୁର ସାରା ଜଗତର ନାଥ…

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନରେ ଉତ୍ତେଜନା

ସୁବର୍ଣ୍ଣପୁର : ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀ ମୃତ୍ୟୁ ନେଇ ହୋଇଛି ଅଭିଯୋଗ । ଫଳରେ ଡାକ୍ତରଖାନରେ ଉତ୍ତେଜନା ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା । ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କ ଦେହ ଅସୁସ୍ଥ ହେବାରୁ ସୋନପୁର…

ଅଙ୍ଗନବାଡ଼ି ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

ସୋରୋ : ପିଲାଙ୍କ ଖାଇବାରେ ଝିଟିପିଟି । ୭ ରୁ ଅଧିକ ଛାତ୍ର ଗୁରୁତର । ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ପିଲା…