ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ, ଅନ୍ୟ ୪ ଯବାନ ଗୁରୁତର

ରାଉରକେଲା: ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ। ରାଉରକେଲାରେ CRPF-୨୬ ବାଟାଲିଅନ ଅଧିକାରୀ ଏମ ପ୍ରବୋ ସିଂଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଯବାନ ଗୁରୁତର ହୋଇଛନ୍ତି । ନକ୍ସଲ ଦମନ ପାଇଁ କମ୍ବିଂ ଅପରେସନ ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଯବାନଙ୍କୁ କିରିବୁରୁ ଓ ଟାଟା ସ୍ଥାନାନ୍ତର…

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା…

ଭାରତକୁ ସମର୍ଥନ କଲା ତାଲିବାନ

ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ସହଯୋଗ କରି ଭାରତକୁ ବଦନାମ…

କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଆବର୍ଜନା ପୃଥକୀକରଣ କେନ୍ଦ୍ର ଉଦଘାଟିତ

ମାଲକାନଗିରି : ଖାଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ତରଫରୁ ଭାଲୁଗୁଡା ଗ୍ରାମ ନିକଟରେ ଏକ ଆବର୍ଜନା ପୃଥକୀକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି, ଯାହାକୁ ସରପଞ୍ଚ ମଙ୍ଗଳା ମାଢୀ ଓ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ ନଡିଆ ବାଡେଇ ଓ ରିବନ୍ କାଟି ଉଦଘାଟନ କରିଥିଲେ ।…

ମାମୁଁ ଘର ଅଗଣା କୂଅରୁ ମିଳିଲା ଭଣଜାର ମୃତଦେହ

ଦାରିଙ୍ଗବାଡ଼ି: ଭେଣ୍ଡିଆ ପୁଅର ମର ଶରୀରକୁ ଧରି କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକେ । ଏତିକି କେମିତି ତାଙ୍କର ମୃତ୍ୟୁ ହେଲା କେହି ସହଜରେ ଗ୍ରହଣ ପାରୁନାହାନ୍ତି । ଘରେ ହିଁ ମରି ପଡିଥିଲା ପୁଅ, ହେଲେ ଖୋଜି ଖୋଜି ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଥିଲା । ତେବେ ପୁରା…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ

କଟକ: ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା ଦେବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ…

ଏମ୍ ଆର୍ଟ ଭାରତୀୟ କଳା ଓ ସାଂସ୍କୃତିକ କେନ୍ଦ୍ର, ଗୁଣୁପୁରର ସପ୍ତମ ବାର୍ଷିକ ଉତ୍ସବ ” ଘୁଙ୍ଗୁର ପ୍ରତିଭା…

ରାୟଗଡ଼ା /ଗୁଣପୁର : ଏମ୍ଆର୍ଟ୍ ଭାରତୀୟ କଳା ଏବଂ ସାଂସ୍କୃତିକ କେନ୍ଦ୍ର, ଗୁଣପୁର ର ସପ୍ତମ ବାର୍ଷିକ ଉତ୍ସବ ଓ ଘୁଙ୍ଗୁର ପ୍ରତିଭା ସମ୍ମାନ - ୨୦୨୫ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗାନ୍ଧୀ ଯାନ୍ତ୍ରୀକ ବିଶ୍ଵବିଦ୍ୟାଳୟ ର ଉପ…

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ନବରଙ୍ଗପୁର : ଆଜି ପୂର୍ବାହ୍ନ ୮.୦୦ ଘ ସମୟରେ ନବରଙ୍ଗପୁରଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏକ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ରାସ୍ତା ଦେଇ ମଙ୍ଗଲମ୍ ଟିମ୍ୱର , ଚାଉଁରିଆଗୁଡା ଛକ ଏବଂ ସହର ମଧ୍ୟରେ…

ଟିପିଏସ୍ଓଡିଏଲ ଓ ଏମକେସିଜି ମେଡିକାଲ କଲେଜ ପକ୍ଷରୁ ରକ୍ତଦାନ ଶିବିର

*୧୧୮ ୟୁନିଟ ରକ୍ତ ସଂଗୃହୀତ ବ୍ରହ୍ମପୁର : ବିଶ୍ଵ ରେଡ କ୍ରସ୍ ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏମକେସିଜି ହସ୍ପିଟାଲ ଏବଂ ସୋଚ୍…

ଅପରେସନ୍ ସିନ୍ଦୁର” ସଫଳତାକୁ ନେଇ ଜିଲ୍ଲାରେ ବିଜୟ ଶୋଭାଯାତ୍ରା

ଛତ୍ରପୁର : “ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପରାକ୍ରମ ଶୋଭାଯାତ୍ରା’ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆତଙ୍କବାଦ ବିରୋଧି…