ରାଉରକେଲା: ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ। ରାଉରକେଲାରେ CRPF-୨୬ ବାଟାଲିଅନ ଅଧିକାରୀ ଏମ ପ୍ରବୋ ସିଂଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଯବାନ ଗୁରୁତର ହୋଇଛନ୍ତି । ନକ୍ସଲ ଦମନ ପାଇଁ କମ୍ବିଂ ଅପରେସନ ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଯବାନଙ୍କୁ କିରିବୁରୁ ଓ ଟାଟା ସ୍ଥାନାନ୍ତର କରାଯାଇଛି ।
Recover your password.
A password will be e-mailed to you.