ଆତଙ୍କୀଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଟ୍ରାକ କରୁଥିଲା ଜୈଶ-ଏ-ମହମ୍ମଦ ଅପରେଟିଭ୍

କୋଲକାତା : ଆତଙ୍କୀଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀଙ୍କୁ ଟ୍ରାକ କରୁଥିଲା ଜୈଶ-ଏ-ମହମ୍ମଦ ଅପରେଟିଭ୍। ଆତଙ୍କୀ ଲିଙ୍କରେ ପଶ୍ଚିମବଙ୍ଗ STF ଦ୍ୱାରା୨୪ ବର୍ଷୀୟ ଯୁବକ ହମିମ୍ ମଣ୍ଡଳ ଗିରଫ। ଜୈଶ-ଏ-ମହମ୍ମଦ ସଙ୍ଗଠନ ସହ ରହି ଶୁଭେନ୍ଦୁଙ୍କ ଗତିବିଧିକୁ…

କେରଳରେ ଭୂସ୍ଖଳନ: ୩ ମୃତ, ରେଡ୍ ଆଲର୍ଟ ଜାରି

କେରଳ : କେରଳରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ଭୟଙ୍କର ରହିଛି । କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କେରଳର ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ…

ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ, ୨ ଶ୍ରମିକ ମୃତ

ଜମ୍ମୁ ଓ କାଶ୍ମୀର : ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର କୁଲଗାମରେ ଶ୍ରମିକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଛତିଶଗଡ଼ର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରି…

ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି

ନୂଆଦିଲ୍ଲୀ: ଆସାମର ଶିବସାଗର, ଗୋଲାଘାଟ, ଜୋରହାଟ, ନାଗାଓଁ ଏବଂ ଚରାଇଦେଓ ଜିଲ୍ଲା ବନ୍ୟାରେ ବୁଡ଼ି ରହିଛି। ଯାହା ଫଳରେ ରାଜ୍ୟରେ ଏବେ ବି ୧.୯୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଉ ଏବେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି। ଗୁରୁବାର ଠାରୁ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଥିବା ବେଳେ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ‘ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର-୨୦୨୬’ ପ୍ରଦାନ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି। ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତ…

ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର

ନୂଆଦିଲ୍ଲୀ : ଖୁସି ସହ ଆଶ୍ୱସ୍ତି ଖବର। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବିଭିନ୍ନ ସ୍ଥାନରେ ବ୍ୟବହୃତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ଦିନ ଯଥେଷ୍ଟ ହ୍ରାସ ପାଇଛି। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ବିମାନ…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ବର ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ବର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ।  ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର ଡିସିପି, IB ଅଧିକାରୀ, ଷ୍ଟେସନ୍ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।  ତିନି ଦିନିଆ ଓଡ଼ିଶା…

ଆବାସ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭେଟିଲେ ମନ୍ତ୍ରୀ, ସଦର ବିଡିଓଙ୍କୁ କଲେ ତାଗିଦ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକା ନେଇ ବେଶ ମାନମାନି କରାଯାଇଥିବା ଅଭିଯୋଗ ଉଠିଛି । ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ଆସିବା ପରେ ବିଭିନ୍ନ ବ୍ଳକରେ ନାମ କଟିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି । ଏସବୁ…

ବନ୍ୟା ପାଇଁ ବଢ଼ିଲା SIR ଅବଧି, ୧୫ ଦିନ ଘୁଞ୍ଚାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଗୋପାଳନ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ ସରକାରୀ…

ମହାନଦୀରେ ଟଳୁଛି ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର : ମହାନଦୀରେ ଆଉ ବଢ଼ିବନି ପାଣି । ଟଳୁଛି ବଡ଼ ବନ୍ୟା ଆଶଙ୍କା । ତେବେ ତଳମୁଣ୍ଡରେ ଜଳବନ୍ଦି ସ୍ଥିତି ଦେଖାଯିବ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ଦୁଇ ଦିନ ତଳେ ଥିଲା ସର୍ବାଧିକ ବନ୍ୟା । ଆଉ ପାଣି ବଢ଼ିବାର ଆଶଂକା ନାହିଁ ।…