ବେଆଇନ ବାଲି ଚାଲାଣ କରି ଗିରଫ ହେଲେ ଆସିକା ନଳବଣ୍ଟା ସମିତି ସଭ୍ୟ….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ଋଷିକୂଲ୍ୟା ନଦୀ ବନ୍ଧକୁ ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ କାଟି ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଅସୁଥିଲା। ଆସିକା ଥାନା ଇଲାକାର ନଳବଣ୍ଟା ଠାରେ ପ୍ରବାହିତ ଋଷିକୂଲ୍ୟା ନଦୀବନ୍ଧ କୁ କାଟି ନଳବଣ୍ଟା ଗ୍ରାମର ସମିତି!-->…