କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଅସମୀଚିନ : ମହାସଚିବ
(ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଉଦବେଗ ପ୍ରକାଶ)
ବ୍ରହ୍ମପୁର : ସମ୍ପ୍ରତି ଆମ ରାଜ୍ୟରେ ଦେଖା ଦେଇଥିବା ଯଲିଉଡ୍ ହଇଚଇ ନେଇ କଳା ଓ କଳାକାର ହିତୈଷୀ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା.!-->!-->!-->…