ମାଲକାନଗିରି ଜିଲ୍ଲାରେ ଆଡମ୍ବରରେ ରାମନବମୀ ପାଳିତ
ମାଲକାନଗିରି, ୯l୪ : ମାଲକାନଗିରି ଜିଲ୍ଲା ସଦରରେ ବିଭିନ୍ନ ସ୍ଥାନରେରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସହର ଏକ ପ୍ରକାର ଗେରୁଆ ମୟ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ଶ୍ରୀରାମନଗର ଠାରେ!-->!-->!-->…