ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ…

କଟକରେ ରେଳ ଦୁର୍ଘଟଣା, ୧୧ ବଗି ଲାଇନଚ୍ୟୁତ

କଟକ: ରବିବାର ଦିନ କଟକର ଚୌଦ୍ୱାର ଅଞ୍ଚଳର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଟ୍ରେନଟି ରେଳ ଧାରଣାରୁ ଲାଇନଚ୍ୟୁତଛି । ଏହାପରେ ପରେ ଟ୍ରେନରେ ଥିବା ଯାତ୍ରୀମାନେ ବ୍ୟସ୍ତବିବ୍ରତ ହୋଇ ନିଜ ନିଜ ବ୍ୟାଗ…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଲେ ଫିଲୋସୋଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଲା…

୧୬୦୦ ଟପିଲା ମିଆଁମାର ଭୂକମ୍ପ ମୃତ୍ୟୁ ସଂଖ୍ୟା

ୟାଙ୍ଗନ/ବ୍ୟାଙ୍କକ୍‌ : ମ୍ୟାଁମାରରେ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୪୪ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାରଙ୍କ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି। ଧ୍ବଂସସ୍ତୂପ ତଳେ…

ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ

ଭୁବନେଶ୍ବର: ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ । ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଏନେଇ ଏପ୍ରିଲ ୧ ଓଡିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ ଯେଉଁଥିରେ ବିଭିନ୍ନ ପ୍ରକାରର…

କାଲିଠୁ ୩ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ : ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ…

ଗିରଫ ହେଲେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ଵର: ଗିରଫ ହେଲେ ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ୱାଟକୋ)ର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ…

ନବଜୀବନ “ବସନ୍ତ ମହୋତ୍ସବ”ର ଦ୍ଵିତୀୟ ସନ୍ଧ୍ୟା

ସୁନ୍ଦରଗଡ - ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କରିଛି ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମାନସପୁତ୍ର "ବସନ୍ତ ମହୋତ୍ସବ"। ଦୀର୍ଘ ପଚିଶି ବର୍ଷ ତଳେ ଏହି ମହୋତ୍ସବର ବୀଜବପନ…

କବିସୂର୍ଯ୍ୟନଗର ଥାନା ଅଞ୍ଚଳ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଗୁଳି କରି ହତ୍ୟା : ଗୁଳିକାଣ୍ଡ ଟେଣ୍ଡର ଫିକ୍ସ କୁ ନେଇ…

ନିଃସର୍ତ ଆଗରୁ ଲେଖିଛି ସତର୍କ ବି କରାଇଛି ତଥାପି ପ୍ରଶାସନ ନୀରବ …..! ଗଞ୍ଜାମ ଜିଲ୍ଲାରେ ଲଗାତାର ଗଡୁଛି ମୁଣ୍ଡ ….୨ ଦିନରେ ଦୁଇଟି ଟି ଗଡ଼ିଲାଣି..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଟେଣ୍ଡେର ଫିକ୍ସ ଚୋରା ବାଲି, ମଦକୁ ନେଇ ମୁଣ୍ଡ ଗଡ଼ିବ ବୋଲି ନିସର୍ତ୍ତ ରେ ପୂର୍ବ ଅନୁମାନ…

ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫…

ସୁନ୍ଦରଗଡ - ୨୯.୦୩.୨୫ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫ ଆଜି ସ୍ଥାନୀୟ ସାଧ୍ୱୀ ମେରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ…