ଜନକଲ୍ୟାଣ ପ୍ରୋଜେକ୍ଟ ତରଫରୁ ବିଭିନ୍ନ ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଡେଡ଼ିମାହା, ବେହାବାଡ଼ି, ଗସୁକିଆ ଗ୍ରାମରେ ହୋଇଥିବା ବିଭିନ୍ନ ପନିପରିବା ଚାଷ କ୍ଷେତ୍ରକୁ ଜନ କଲ୍ୟାଣ ସିଏଫସିଡି ପ୍ରୋଜେକ୍ଟ କଳାହାଣ୍ଡି ତରଫରୁ ମିଶନ ଶକ୍ତିର ଅଲିଭା କେରକେଟା, ପ୍ରଦାନ ସଂସ୍ଥାର ଏରିଆ!-->…