ଟ୍ରାଫିକ ସମସ୍ୟାରେ ଆସିକାବାସୀ ଅଣନିଶ୍ୱାସୀ : ପ୍ରଶାସନ ନିରବଦ୍ରଷ୍ଟା .!
ଗାଲୁଆ ପ୍ରଶାସନ ଯୋଗୁଁ ଲୋକେ ହନ୍ତସନ୍ତ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମର କେନ୍ଦ୍ର ସ୍ଥଳୀ ଆସିକା। ଆସିକା ସହରରେ ଅଶୋକା ସିନେମାହଲ ଓ ଖମ୍ବେଶ୍ବରୀ ପାଟଣା ରୋଡ଼ କେବଳ ଦୁଇଟି ରାସ୍ତା ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ଓ ବସଷ୍ଟାଣ୍ଡ ଯିବାକୁ ହୁଏ। ଅଶୋକା ସିନେମା ହଲ!-->!-->!-->…