ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ନୀତା ଅମ୍ବାନୀ ମାସାଚୁସେଟ୍ସର…

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି। ଏହି ପ୍ରଶଂସାପତ୍ରରେ ନୀତା ଅମ୍ବାନୀଙ୍କୁ ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ…

ମୋ ବିରୋଧରେ ଅଭିଯୋଗ ନାହିଁ, କାହିଁକି ଚଢାଉ ହେଲା: ଆଇଏଏସ୍ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ। ମୁଖ୍ୟ ଶାସନ ସଚିବଙ୍କୁ ପଠାଇଲେ ଇସ୍ତଫା ପତ୍ର। ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋ ସ୍ତ୍ରୀ ଏବଂ ଝିଅ ଥିବା ବେଳେ ସିବିଆଇ…

ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପହର ଧୂପ ସରିବା…

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍‌ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା…

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲା; ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍ : ଛାତ୍ରୀଙ୍କ ବାପା

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ…

୭ ଅନ୍ତଃଜିଲ୍ଲା ଡ଼କାୟତ କୁ କାବୁ କଲା ପୋଲିସ, ଖଣ୍ଡା ଓ ଲୁହାଛଡ଼ ଜବତ

ବ୍ରହ୍ମପୁର : ଜାତୀୟ ରାଜପଥ ୧୬ ରେ ଥିବା ଏକ ପେଟ୍ରୋଲ ପମ୍ପ ଓ ଟ୍ରକ ରୁ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗୋପାଳପୁର ଥାନା ପୁଲିସ ୭ ଜଣ ଡକାୟତ କୁ କାବୁ କରିବାରେ ସଫଳତା ହୋଇଛି। ପୁଲିସ ୭ ଡକାୟତ ସମେତ ଗୋଟିଏ ଟାଟା ସୁମୋ ଗାଡ଼ି,୨ ଟି ଖଣ୍ଡା,୪ ଟି ଲୁହା ରଡ଼,୨ ଟା ଖାଲି ମଦ…

ଦୁଇ ଦିନ ହେଲା ଏତଲା ଗ୍ରହଣ କରୁନି ପୋଲିସ, ଚନ୍ଦାହାଣ୍ଡି ଥାନା ଆଗରେ ଧାରଣା ଦେଲେ ସାମ୍ବାଦିକ

ଚାନ୍ଦାହାଣ୍ଡି : ଚାନ୍ଦାହାଣ୍ଡି ଥାନା ଆଗରେ ଧାରଣା ଦେଲେ ସାମ୍ବାଦିକ ସମୂହ, ଚନ୍ଦାହାଣ୍ଡି ଅର୍ଗସ୍ ପ୍ରତିନିଧି ଙ୍କୁ ମାଡ଼ ମାରିବା ସହ ଦୁଇଟି ମୋବାଇଲ ଓ ବୁମ୍ ଛଡାଇ ନେଇଥିଲା ଛତିଶଗଡ଼ ପୋଲିସ, ଘଟଣା ର ଦୁଇ ଦିନ ପରେ ବି ମାମଲା ରୁଜୁ କରୁନି ପୋଲିସ୍।ବିଦ୍ୟୁତିକ ଗଣମାଧ୍ୟମ ର ସାମ୍ବାଦିକ…

ଶ୍ରମିକ ସଚେତନତା ରଥ ମାଧ୍ୟମରେ ବ୍ଲକସ୍ତରୀୟ ସଚେତନତା

ମାଲକାନଗିରି : ଜିଲ୍ଲାରେ ଦାଦନ ସଂଖ୍ୟା ବଢିବାରେ ଲାଗିଥିବା କାରଣରୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡିଶା ତରଫରୁ ଶ୍ରାମିକ ସଚେତନତା ରଥ ପରିଭ୍ରମଣ କରି ଶ୍ରମିକ ମାନଙ୍କୁ ସଚେତନତା କରାଉଥିବାର ଦେଖିବାକୁ ମିଳିଥିଲା। ଆଜି ମାଲକାନଗିରି ଜିଲ୍ଲା…

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ପରିସରରେ ଅପରାହ୍ନ ୪.୩୦ ମି଼ ସମୟରେ ନବରଙ୍ଗପୁର ଜିଲ୍ଲାର ୧୩୦ ଜଣ ତୀର୍ଥଯାତ୍ରୀ ଙ୍କ କୋଲକାତା ଓ କାମାକ୍ଷା କୁ ତୀର୍ଥଯାତ୍ରା ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁଗାଁ ମନୋହର ରାନ୍ଧାରି ଯୋଗ ଦେଇ…

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍‌ରେ ଆସିଥିବା ଅନୁଦାନରୁ ଅନେକ ଏ…