ବାହାର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତି ଶେଷ; ୧୯୭୮ ତାଲିକା ତୁଳନାରେ ମିଳିଲା ଅଧିକ ଅଳଙ୍କାର

ପୁରୀ: ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଚତୁର୍ଥ ଦିନରେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କାର୍ଯ୍ୟ ଶେଷ ହୋଇଛି। ୧୯୭୮ତାଲିକାରେ ବାହାର ରତ୍ନ ଭଣ୍ଡାରରେ ମୋଟ ୧୧୮ଟି ଅଳଙ୍କାର ରହିଥିବା ବେଳେ ଚଳିତଥର ଗଣତି ବେଳେ ୧୪୭ଟି

ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ’ଓଡ଼ିଶା ଜନତା କଂଗ୍ରେସ’

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ ଦଳର ମୂଳଦୁଆ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର

୫ ମାସ ହେଲା ମିଳୁନି ଦରମା, ୨ ଦିନ ଧରି ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ

ଭୁବନେଶ୍ୱର : ଦରମା ନମିଳିବାରୁ ତୀବ୍ର ଅସନ୍ତୋଷ ।  ଦୁଇଦିନ ହେବ ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ ।  ୧୦୦ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି ।  ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚଳନ କେନ୍ଦ୍ର ଅଫିସ ସମ୍ମୁଖରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି

ଆଗାମୀ ୫ଦିନ କଲବଲ କରିବବ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବ କମିଲା ।  ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ ।  କଲବଲ କରିବା ଆରମ୍ଭ କଲା ତାତି। ଆଗାମୀ ୫ଦିନ ଯାଏ ଜାଳିବ ଖରା ।  ୧୭ ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି  ।  ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସ୍ବାମୀ ଉପରେ ରାଗ ରଖି ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ମା’

ଝାରସୁଗୁଡା : ସ୍ବାମୀ ଉପରେ ରାଗ, ଛୁଆଙ୍କ ଉପରେ ପ୍ରତିଶୋଧ । ଦୁଇ ଛୁଆଙ୍କୁ ଟାଙ୍ଗିଆରେ ହାଣିଲା ଜନ୍ମକଲା ମାଆ । ଝାରସୁଗୁଡା ବିମାନବନ୍ଦର ଥାନା ଓରାମପଡାରେ ଏହି ଅଭାବନୀୟ କାଣ୍ଡ ଘଟିଛି । ସ୍ବାମୀଙ୍କ ସହ ଝଗଡା ପରେ ରାଗ ସୁଝାଇବା ପାଇଁ ନିଜର ଦୁଇ ଶିଶୁଙ୍କୁ

ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ, ୭ରୁ ଅଧିକ ଆକ୍ରାନ୍ତ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ। ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ। ମୃତକ ହେଲେ ରାଇଛନ୍ଦା ପଂଚାୟତ ବାରକଣା ଗାଁର ବିପିନ ସାହୁ। ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ

ଇସ୍କନରେ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ଆଇନଗତ ଚେତାବନୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରାକୁ ନେଇ ଆଇନଗତ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଇସ୍କନ ବିରୋଧରେ ଆଇନଗତ ପଦକ୍ଷେପ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ? ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଇସ୍କନକୁ ସତର୍କ କରାଇଛନ୍ତି ଯେ

୩୬ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ, ନୈନି କୋଲ ମାଇନ୍ସରୁ କୋଇଲା ପରିବହନ ବନ୍ଦ

ଅନୁଗୁଳ : ୩୬ ଦିନ ଗଣଧାରଣାରେ ଗ୍ରାମବାସୀ। ନୈନି କୋଲ ମାଇନ୍ସରୁ କୋଇଲା ପରିବହନ କରାଇଦେଉନାହାନ୍ତି ଗ୍ରାମବାସୀ । ଅନୁଗୁଳ ଛେଣ୍ଡିପଦା ବ୍ଳକ୍ କୋଶଳା ଗାଁଲୋକ ଚଲାଇଛନ୍ତି ପରିବେଶ ସୁରକ୍ଷା ଗଣଧାରଣା । ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନକୁ ବିରୋଧ କରି ୩୬ଦିନ ହେବ ରାତିସାରା

ରାଜଧାନୀରେ ବାଣ ଫୁଟି ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଅଘଟଣ । ବାଣ ଫୁଟି ତିନି ଗୁରୁତର। ସମସ୍ତ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବାହାଘର ରୋଷଣୀରେ ପଡ଼ିଥିବା ଅଫୁଟା ବାଣରୁ ନିଆଁ ଲାଗିଥିବା ସୂଚନା। ସୂଚନାନୁଯାୟୀ, ଚଳିତ ବର୍ଷ ଭୋଗି ଉତ୍ସବ ଚାଲିଥିଲାବେଳେ ଅଘଟଣ ଘଟିଥିଲା । ବାଣ ଫୁଟିବାରୁ ୪ ଜଣ

ରାମଲୀଳାବେଳେ ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ

ବ୍ରହ୍ମଗିରି : ରାମଲୀଳା ଚାଲିଥିବାବେଳେ ଅଘଟଣ। ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ। ହନୁମାନ ଅଭିନୟ କରୁଥିବା କଳାକାରଙ୍କୁ ଦେଖି ଦୌଡ଼ିବା ବେଳେ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ଉପରେ ନାବାଳକଙ୍କ ଜୀବନ ଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁରରେ