ଓଡ଼ିଶା ଉପକୂଳରେ ଅବପାତ, ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ରୂପ…

ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଛୁଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୋମବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ପ୍ରତିକୂଳ ପାଣିପାଗ ସମ୍ଭାବନା ମଧ୍ୟରେ…

ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ଇଙ୍ଗିତ କରୁଥିବା…

ମହାନ୍ ସଂଘ୍ ତରଫରୁ କାରଗିଲ ଦିବସ ପାଳିତ

ବ୍ରହ୍ମପୁର : ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ୨୭ ତମ କାରିଗିଲ ଦିବସ ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନି କକ୍ଷରେ ପାଳିତ ହୋଇଯାଇଛି। କାରିଗିଲ ଯୁଦ୍ଧ ରେ ସହିଦ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ…

ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ହେବ ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ : ବିଜେଡ଼ିର ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ

ନୟାଗଡ଼ : ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ’ ପାଇଁ ଆଜି ନୟାଗଡ଼ ପାର୍ଟି କାର୍ଯ୍ୟାଳୟରେ ଏକ ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି…

ଘର ଭିତରେ ମାଡିଗଲା ବାଲି ବୋଝେଇ ହାଇୱା ଅଳ୍ପକେ ବର୍ତ୍ତିଲେ ଗୃହକର୍ତ୍ତା……!

ସରକାରଙ୍କ ପକ୍ଷରୁ ବାଲି ଉଠାଣ ବନ୍ଦକୁ ମାଫିଆ ମାନଙ୍କ ପକ୍ଷରୁ ଫୁ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଇଲାକାର ରେଡ଼ି ଦାମଦର ପଲ୍ଲୀ ଗ୍ରାମର କେ.ବାଇରି ଆଚାରୀ ନାମକ ବ୍ୟକ୍ତିଙ୍କ ଗୃହ ଭିତରେ ଏକ ବାଲି ବୋଝେଇ ହାଇୱା ମାଡ଼ି ଯାଇଛି। ରାଜ୍ୟ ସରାକର ବର୍ଷା ଦିନ ସକାଶେ ଅକ୍ଟୋବର…

ଦଶହରା ପରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ନିର୍ଭୁଲ ବହି ପ୍ରଦାନ ନେଇ ବଡ଼ଧରଣର ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ‘Gen Z’ କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ପେପର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଯାହା ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ଛାତ୍ର ଏବଂ ଯୁବ ପ୍ରତିବାଦକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାକୁ ଯୁବପିଢ଼ିଙ୍କ ବିଜୟ ବୋଲି ବର୍ଣ୍ଣନା…

ଆଦେଶ ନୁହେଁ ଯୁବପିଢ଼ିଙ୍କୁ ଆଲୋଚନା ଆବଶ୍ୟକ : ମୋହନ ଭାଗୱତ

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗୱତ ଶନିବାର ଦିଲ୍ଲୀରେ କହିଛନ୍ତି ଯେ, ଆଜିର ନୂଆ ପିଢ଼ି ବହୁତ ପ୍ରଶ୍ନ ପଚାରନ୍ତି। ଆମକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେମାନଙ୍କ ସହିତ ଆଲୋଚନା ହେବା ଉଚିତ। ସେ କହିଛନ୍ତି ଯେ ସେମାନଙ୍କୁ ଯୁକ୍ତି ବୁଝାଇବା ଉଚିତ, ନିର୍ଦ୍ଦେଶ ଦେବା ନୁହେଁ। କେବଳ…

ଆସମରୁ ୩ ସନ୍ଦିଗ୍ଧ ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ଆସମରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଦ୍ଵାରା ପରିଚାଳିତ ଏକ ବଡ଼ ସ୍ଲିପର୍ ସେଲ୍ ନେଟୱର୍କକୁ ଧ୍ବଂସ କରିଛି ଆସାମ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ । ଏହି ସମସ୍ତ ଅପରେଟିଭ୍ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଶହଜାଦ୍…