ଲଘୁଚାପ ପ୍ରଭାବରେ ୩୧ ଯାଏ ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର : ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ । ଜିଳ୍ଲାଗୁଡ଼ିକ ପାଇଁ ଜାରି ହେଲା ରେଡ ଆଲର୍ଟ । ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନ ଭିତରେ ଆହୁରି ଘନୀଭୂତ ହେବାର ସମ୍ଭାବନା!-->…