ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍: ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ

ଭୁବନେଶ୍ୱର: ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କୁ ମାରୁଥିଲେ ଚୁନା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଟ୍ରିମୋନିଆଲ ସାଇଟ୍ ରେ ଯୁବକ ଖୋଜୁଥିବା ଯୁବତୀମାନେ ହୋଇଯାଆନ୍ତୁ ସାବଧାନ୍ । ସୁନ୍ଦର ସୁନ୍ଦର ଫଟୋ ଦେଖି…

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଥିବା ବେଳେ ମୋଟର…

ଗରିବଙ୍କ କୁଡ଼ିଆରେ ଫଟୋ ଉଠାଉଥିବା ଲୋକଙ୍କୁ ସଂସଦରେ ଗରିବଙ୍କ ଚର୍ଚ୍ଚା ବିରକ୍ତିକର ଲାଗିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୁଁ ବହୁତ ଭାଗ୍ୟବାନ୍ ଯେ ଦେଶର ଲୋକମାନେ ମୋତେ ଚତୁର୍ଦ୍ଦଶ ଥର…

ପଡିଆରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା ପଡିଆ ବ୍ଳକ ସଦର ମହକୁମାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପଡିଆ ବ୍ଲକ ସଦର ମହକୁମାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏକ କ୍ୟାମ୍ପ କରାଯାଇ ପଡିଆ ବ୍ଲକର ଆଠଟି ପଞ୍ଚାୟତରୁ ଆସିଥିବା…

ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଦୁର୍ବ୍ୟବହାର, ଖବର ସଂଗ୍ରହକାରୀଙ୍କୁ ପାଲଟା ଧମକ ଅଭିଯୋଗ

ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନଶୁଣାଣୀ ଶିବର ଚାଲିଥିବା ବେଳେ ଜଣେ ବ୍ୟକ୍ତି ନିଜକୁ ରିପୋର୍ଟର ଦାବି କରି ଉକ୍ତ ବୈଠକକୁ ଯିବା ଓ ଜଣେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦୁର୍ବ୍ୟବହାର ସହ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହିଞ୍ଜିଳି ଥାନାରେ…

ଭିଜିଲାନସ ଜାଲରେ ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବୀରମହାରାଜପୁର : ଭିଜିଲାନସ ଜାଲରେ ପୋଲିସ ଏଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ । ଗାଡ଼ି ଦୁର୍ଘଟଣା ପରେ ଗାଡ଼ିକୁ ମୁକୁଳାଇବାକୁ…

ରାଜଧାନୀରେ ବିବାହ ମଣ୍ଡପରୁ ଲୁଟ୍ ଘଟଣା; ପୁରୀରୁ ଧରାହେଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ୍ କରିବା ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ମଙ୍ଗଳବାର ପୁରୀର ବଳିଆପଣ୍ଡା ଅଞ୍ଚଳରୁ ଗିରଫ କରାଯାଇଛି। ଉକ୍ତ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କାଡିଆ ଗ୍ରାମର ରିତେଶ ସିସୋଦିଆ (୨୦) ବୋଲି ଜଣାପଡିଛି।…

ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବା ଆରମ୍ଭ କଲା ଆମେରିକା

ଓ୍ବାଶିଂଟନ: ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ବହୁ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରାଯାଉଛି। ସୂଚନା ମୁତାବକ, ବର୍ତ୍ତମାନ ବେଆଇନ ଭାବେ ବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ କରିବା…

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା। ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ । ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର…

କଣାସରେ ଥମୁନି ଝାଡ଼ାବନ୍ତି: ପୁଣି ୩ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି। ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଜାଗୁଳେଇପଦରରୁ ପୁଣି ୩ଜଣ ଝାଡ଼ାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ…