ଗଣମାଧ୍ୟମ ପ୍ରତିନିଧି ଙ୍କୁ ବ୍ଲକ ମନା ପ୍ରସ୍ତାବକୁ ଚିକିଟୀ ପ୍ରେସକ୍ଳବର ଘୋର ନିନ୍ଦା
ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି l ପ୍ରକାଶ ଯୋଗ୍ୟ ଯେ ସାନଖେମୁଣ୍ଡି ବିଡ଼ିଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପରିସର କୁ ବାରଣ କରିବା ସକାଶେ ଲିଖିତ ବ୍ୟାନର ଟାଙ୍ଗି ଥିଲେ l ଦିନକୁ ଦିନ ରାଜ୍ୟରେ ଗଣ!-->…